August 8, 2026

ଯୁବ ସମାଜସେବୀଙ୍କ ଅକାଳ ବିୟୋଗ , ଅଞ୍ଚଳରେ ଶୋକ ଲହରୀ ଖେଳି ଯାଇଛି 

IMG-20260807-WA0136
Share

 

 

ବରପାଲି – ୭/୮(ସୁଦାମ ଦୀପ ) ବରଗଡ ବରପାଲି ବ୍ଲକ କନବାର ଗ୍ରାମ ପଞ୍ଚାୟତର ଜୁଲଟ ଗ୍ରାମର ଯୁବ ସମାଜସେବୀ ପ୍ରତ୍ୟୁଷ ବିଶି ୩୦ବର୍ଷ ବୟଷରେ ଆଜି ଅକାଳ ବିୟୋଗ ଘଟି ଯାଇଛି। ପ୍ରତ୍ୟୁଷ ହେଉଛନ୍ତି ଭୂମିସୂତା ବିଶି ଓ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଶଙ୍କର ବିଶିଙ୍କ ଏକମାତ୍ର ପୁତ୍ର। ତାଙ୍କର ଅନ୍ତିମ ସଂସ୍କାର ରେ ତାଙ୍କ ଭଣଜା ଚନ୍ଦନ ସାହୁ ମୁଖାଗ୍ନି ଦେଇଥିଲେ। ସେ ଜଣେ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତି ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ତଥା ଅନ୍ତିମ ସଂସ୍କାର ରେ ବହୁ ଲୋକ ସାମିଲ ହୋଇଥିଲେ।ଏହି ଘଟଣା ପାଇ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

You may have missed