September 23, 2026

ଆଇପିଏସ୍ ଏବି ଶିଳ୍ପା ବରଗଡ଼ ଏସ୍‌ଡିପିଓ

IMG-20260923-WA0039
Share

 

ବରଗଡ଼,

 

ବରଗଡ଼ ଏସ୍‌ଡିପିଓ ଭାବେ ଜଣେ ଆଇପିଏସ୍

ଅଫିସର୍‌ଙ୍କୁ ଅବସ୍ଥାପିତ କରାଯାଇଛି ।ସେ ହେଉଛନ୍ତି ୨୦୨୧ ବ୍ୟାଚ୍

ଆଇପିଏସ୍ ଅଫିସର୍ ଏ. ବି ଶିଳ୍ପା | ସେ

ପୂର୍ବରୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ

ଏଏସ୍‌ପି ଭାବେ କାର୍ଯ୍ୟରତ ଥିଲେ।

ତେବେ ତାଙ୍କୁ ବରଗଡ଼ ଏସ୍‌ଡିପିଓ

ଭାବେ ବଦଳି କରାଯାଇଥିବା ନେଇ

ଗୃହ ବିଭାଗ ତରଫରୁ ନିର୍ଦ୍ଦେଶନାମା

ଜାରି ହୋଇଛି। ପୂର୍ବରୁ ବରଗଡ଼

ଏସ୍‌ଡିପିଓ ଥିବା ପଦାରବିନ୍ଦ ତ୍ରିପାଠୀ

ଏଏଏସ୍‌ପି ରେଙ୍କ ଙ୍କୁ ପଦୋନ୍ନତି

ପାଇଥିଲେ।