ମହାନଦୀ କୂଳରେ ଅଳିଆ ଫିଙ୍ଗିବା ମହଙ୍ଗା ପଡ଼ିଲା ମିଆଦ ଶେଷ ସଫ୍ଟ ଡ୍ରିଙ୍କ୍ ବୋତଲ ଫିଙ୍ଗୁଥିବା ବିକ୍ରେତାଙ୍କୁ ୧୦ ହଜାର ଜରିମାନା ସ୍ୱଚ୍ଛ ମହାନଦୀ ଓ ସୁସ୍ଥ ସମ୍ବଲପୁର ପାଇଁ ମହାନଗର ନିଗମର କଡ଼ା ପଦକ୍ଷେପ
ସମ୍ବଲପୁର, ମହାନଦୀ କେବଳ ଏକ ନଦୀ ନୁହେଁ, ସମ୍ବଲପୁରର ଜୀବନଧାରା, ପରିବେଶର ଆଧାର ଓ ହଜାର ହଜାର ଲୋକଙ୍କ ଭାବନା ସହ ଜଡ଼ିତ ଏକ ଅମୂଲ୍ୟ...
