July 28, 2026

କୋରାପୁଟ – କୋରାପୁଟ ସହ ଜଡ଼ିତ ଜଣେ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ।

WhatsApp Image 2026-07-13 at 10.53.14 AM
Share

କୋରାପୁଟ – ବର୍ତ୍ତମାନ ଭୁବନେଶ୍ୱରରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ସଂଜୟ କିସପେଟାଙ୍କ ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ଭୁବନେଶ୍ୱର, ରାଉରକେଲା ଓ କୋରାପୁଟ ମେଡିକାଲ ରୋଡ୍‌ରେ ଥିବା ତାଙ୍କ ଲଜ୍‌ରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ସଂଜୟ କିସପେଟା ପୂର୍ବରୁ କୋରାପୁଟ ଆଇଟିଡିଏରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବରୁ ତାଙ୍କର ଭୁବନେଶ୍ୱରକୁ ବଦଳି ହୋଇଥିଲା।
ଚଢ଼ାଉର ସମ୍ପୂର୍ଣ୍ଣ ବିବରଣୀ ଓ ଭିଜିଲାନ୍ସର ପରବର୍ତ୍ତୀ ସୂଚନାକୁ ନେଇ ଅପେକ୍ଷା ରହିଛି।