ଆସିକା ସହରର ବିପର୍ଯ୍ୟସ୍ତ ପରିମଳ ଓ ସର୍ବସାଧାରଣ ଶୌଚାଳୟର ଦୂରାବସ୍ଥାକୁ ନେଇ ଆସିକା NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଆସିକା, ୦୩ ଜୁଲାଇ ୨୦୨୬.ଆସିକା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ଥିବା ସର୍ବସାଧାରଣ ଶୌଚାଳୟଗୁଡ଼ିକର ନିୟମିତ ସଫେଇ, ମରାମତି ଓ...
