ଦାୟିତ୍ୱର ସହ ଗାଡି ଚାଳନା କରନ୍ତୁ
ଅନୁଗୋଳ ଟ୍ରାଫିକ୍ ପୋଲିସର ନୂଆଁ ପଦକ୍ଷେପ । AI , CCTV ଜରିଆରେ ଇ-ଚାଲାନ୍ କରିବ ପୋଲିସ । ଅଗଷ୍ଟ ମାସ ୧ ତାରିଖରୁ ହେବ କାର୍ଯ୍ୟକ୍ଷମ । ଅନୁଗୋଳର ପାଞ୍ଚଟି ପ୍ରମୁଖ ଛକରେ କାର୍ଯ୍ୟକାରୀ ହେଉଛି ଏହି କ୍ୟାମେରା ।
- ମୋଟର ଯାନ ଆଇନର ଧାରା 194(C) ଏବଂ 194(D) ଅନୁଯାୟୀ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ।
