September 23, 2026

ଆୟୁର୍ବେଦ ଦିବସ ନିମନ୍ତେ ଶୋଭାଯାତ୍ରା

IMG-20260922-WA0078
Share

 

ଅଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ 11ତମ ଜାତୀୟ ଆୟୁ୍ବେଦ ଦିଵସ ଉପଲକ୍ଷେ ଏକ ମାରାଥନ ରାଲି ର ଆୟୋଜନ ହୋଇଥିଲା। ଏହି ରାଲିରେ ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ର ଡ଼ ବିପିନ ବିହାରୀ ଖୁଣ୍ଟିଆ ଏହାର ଉଦଘାଟନ କରିଥିଲେ। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏହି ରାଲିରେ ସାମିଲ ହୋଇଥିଲେ। ସମଜ କୁ ଆୟୁର୍ବେଦ ଅଭିମୁଖୀ କରିବା ପାଇଁ ତଥା ଆଗାମୀ ଦିନରେ ସୁସ୍ଥତା ବଜାୟ ରଖିବାରେ ଆୟୁର୍ବେଦ ର ମହତ୍ତ୍ୱ ପ୍ରତିପାଦନ କରି ପ୍ଲା କାର୍ଡ ମାନ ଛାତ୍ର ଛାତ୍ରୀ ମାନେ ଧରି ବାର୍ତ୍ତା ଦେଇଥିଲେ। ସ୍ଲୋଗାନ ଦେଇ ଦେଇ ଗାନ୍ଧୀ ମାର୍ଗ ଯାଏ ରାଲି ଚାଲିଥିଲା।

କାଲିର ସୁସ୍ଥ ସମଜା ପାଇଁ ଆୟୁର୍ବେଦ ମୁଖ୍ୟ ଆବଶ୍ୟକ କହିଥିଲେ ଅଧକ୍ଷ ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l