ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ !!
ପୁରୀ : ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଶୁକ୍ରବାର ଦିନ ସମୟ ଆଠଟାରେ ଗାନ୍ଧି ପାର୍କ ଠାରେ ଗାନ୍ଧିଜୟନ୍ତୀ ଅନୁଷ୍ଠାନର ସଭାପତି ପ୍ରସନ୍ନକୁମାର ଲେଙ୍କା ସାମ୍ବାଦିକଙ୍କ ଅଧକ୍ଷତା
ରେ ପାଳିତ ହୋଇ ଯାଇଛି !!ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ସମ୍ମାନଷ୍ପଦ କାହୁଚରଣ ପ୍ରଧାନ,ଆଇନଜିବୀ,ଜାତୀୟ କଂଗ୍ରେସ ଦଳ ସେବାଦଳ ମୁଖ୍ୟ ବିଶ୍ଵରଞ୍ଜନ ଦାସ, ଯୁବସଂଗ୍ରାମୀ ସମାଜସେବୀ ସ୍ଵାଧୀନ କୁମାରପଣ୍ଡା, ଅନୁଷ୍ଠାନର
ଉପନିର୍ଦ୍ଦେଶିକା ମମତା ମିଶ୍ର,ଉପଦେଷ୍ଟା ନିସିତ ନନ୍ଦ,ଚକ୍ରଧର ମହାପାତ୍ର,ଆଇନଜିବି ଡଃ.ଧିରେନ୍ ରାଏ, ହରିହର ଓରଫମିଟୁ ପ୍ରଧାନ, ଅନୁଷ୍ଠାନ ର କର୍ମକର୍ତ୍ତା ମୁଖ୍ୟ ସଙ୍ଗଠକ ନିଳାଞ୍ଚଳ ଦାସ, ସମ୍ପାଦିକା ସସ୍ମିତା ଶତପଥୀ, ଉପସଭାପତି ମଧୁସ୍ମିତା ସାହୁ,ଆଲୋକଦାସ,ବେବିଲାଲ ମିଶ୍ର,ଦେବାଶିଷ ମହାପାତ୍ର,ସଭ୍ୟା ଝାନ୍ସୀମିଶ୍ର,ସୁପ୍ରିୟା ପ୍ରଧାନ,ବଜୟନ୍ତୀବଳବନ୍ତରାୟ,କଳ୍ପନାମୁଦୁଲି, ଆଇନ୍ ଜିବି ପିଙ୍କି ମହାରଣା ସଂଯୁକ୍ତା ବେହେରା,ଆରାଧନାପଣ୍ଡା,
ଐସ୍ଵର୍ଯ୍ୟଲକ୍ଷ୍ମୀ ତ୍ରିପାଠୀ, ବୁଦ୍ଧିମତୀ ବାରିକ,ମମତା ପ୍ରଧାନ, ସମାଜ ସେବୀ ମଧୁସ୍ମିତା ମହାନ୍ତି,ମମତାସାହୁ,ମଲ୍ହାର ମିଶ୍ର,ରମେଶ ସାହୁ, ଗରିମା ମହାପାତ୍ର,ଗେଣ୍ଡୁ ମାହାନ୍ତି ପ୍ରମୁଖ ୫୦ଜଣ ରୁ ଉର୍ଦ୍ଧ ଅନୁଷ୍ଠାନର ସମସ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ !!ଗାନ୍ଧିଙ୍କ
ସ୍ମୃତି ରେ ମାଲ୍ୟାର୍ପଣ କରି ଅନୁଷ୍ଠାନ ର ସ୍ଥାୟୀ ସଭାପତି ପ୍ରସନ୍ନକୁମାର ଲେଙ୍କା
ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚ଼ନା ଦେଇ କହିଥିଲେ ଗାନ୍ଧିଜୀ ଯେପରି ଇଂଗ୍ରେଜ ସାସନକୁ ହଠାଇବାକୁ ଅହିଂସା ଆନ୍ଦୋଳନ କରି ଦେଶକୁ ସ୍ୱାଧୀନ କରିବାକୁ ଯେପରି ଆନ୍ଦୋଳନ କରି
ସ୍ୱାଧୀନ କରିଥିଲେ,ଆଜି ତାଙ୍କୁ ସରକାରୀ ବେସରକାରୀ ଓ ବିଶ୍ଵଦରବାର ରେ ପୁଜା ପାଉଛନ୍ତି !!ଆଜିକା
ଦିନରେ ଗାନ୍ଧିଜୀ ରିତିନିତି ଅନୁସାରେ କେହି
ନାହାନ୍ତି ଆସନ୍ତୁ ଆମେ ମିଳିମିଶି ଗାନ୍ଧି ରିିତିନିତି
ଅନୁସାରେ ଚାଲିବା !!ଏହି ଦିବସରେ ସମ୍ପାଦିକା ସସ୍ମିତା ଶତପଥୀ ବାଲିଗୁଆଳୀ ଆଦୃତା ବାଳାଶ୍ରମରେ ଅନାଥ ଶିଶୁ ମାନଙ୍କୁ ରୋଷେଇ ଖାଦ୍ୟ
କରି ଅନୁଷ୍ଠାନ ତରଫରୁ ବଣ୍ଟନ କରାଇଥିଲେ !!
ଏହାକୁ ମୁଖ୍ୟ ସଙ୍ଗଠକ
ନିଳାଞ୍ଚଳ ଦାସ ପରିଚାଳନା କରିଥିଲେ !!
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
