October 3, 2026

ଜଳନ୍ଧର ଦରବାର ର ମହାରାଜ ପାଇଁ ହୃଷିକେଶ ଭୋଇ ଙ୍କ ବରଣ 

IMG-20261003-WA0074
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ 29ତମ ଶ୍ୟାମାକାଳୀ ପାଇଁ ଜଳନ୍ଧର ଦରବାର ଅନୁଷ୍ଠିତ ହେବ l ଆଜି ଜଳନ୍ଧର ଦରବାର ର ଜଳନ୍ଧର ମହାରାଜ ପାଇଁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ପୂର୍ବତନ କଂସ ମହାରାଜ ହୃଷିକେଶ ଭୋଇ ଙ୍କ ବରଣ କରାଯାଇଥିଲା l ଏହି ଅବସର ରେ ପୂଜା କମିଟି ସଭାପତି ଛାୟାକାନ୍ତ ମେହେର, ସମ୍ପାଦକ ତଚିତ୍ରସେନ ବରିହା,ତ୍ରିଲୋଚନ ବରିହା ଗାଁ ଗନ୍ତିଆ, ଲୋଚନ ବରିହା, ସଂଜୀବ ମେହେର,ରାଜୀବ ମେହେର,ଉମେଶ ଅଗ୍ରୱାଲ, ଛାତ୍ରପତି ରଣା ଏବଂ ସମୟ କମିଟି ସଦସ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ l ଚଳିତବର୍ଷ ଶ୍ୟାମାକାଳୀ ପୂଜା ବହୁ ଆଡମ୍ବର ରେ ପୂଜା କରାଯିବ ବୋଲି କମିଟି ପକ୍ଷ ରୁ ନିଷ୍ପତି ହୋଇଛି l