ଏକ ମାସରୁ ଉର୍ଦ୍ଧ ଦିନ ହେବ ଅନ୍ଧାର ରେ ବେଲଗାଁ ଗ୍ରାମବାସୀ ଘେରାଉ କଲେ ଟିପିଏସଓଡିଏଲ ର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଟିପିଏସଓଡିଏଲ ର ସହକାରୀ ଯନ୍ତ୍ରୀଙ୍କ କାର୍ଯାଳୟ କୁ ଘେରିଛନ୍ତି ବେଲଗାଁ ଗ୍ରାମବାସୀ.ଗ୍ରାମବାସୀଙ୍କ କହିବା ଅନୁ ଯାଇ କୋଡିଏ ଦିନ ରୁ ଉର୍ଦ୍ଧ ହେବ ଗାଁ ରେ ବିଜୁଳି ନାହିଁ ଦାଇତ୍ୱ ରେ ଥିବା ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇନାହିଁ.କୁଜି ନେତାଙ୍କ ଛତ୍ର ଛାୟା ତଳେ ରହି ଦଲାଲଙ୍କ ଅଧିନ ରେ କାର୍ଯାଳୟ ଚାଲୁଛି.ବେଲଗାଁ ର ଲାଇନ ମ୍ୟାନ ଜୟପୁର ରେ ରହୁଛନ୍ତି. ଉକ୍ତ କାର୍ଯା ଳୟ ରେ ଅସ୍ଥାୟୀ ଓ ସ୍ଥାୟୀ କର୍ମଚାରୀ କେତେ ଜଣ ଅଛନ୍ତି ତାହାର ମଧ୍ୟ ତଦନ୍ତ କରିବାର ଆବଶ୍ୟକ ରହିଛି ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି.ବନ୍ଦଗେଟ ସମୁଖ ରେ ଗ୍ରାମବାସୀ ବିଭିନ୍ନ ପ୍ରକାର ସ୍ଲୋ ଗାନ ଦେଇ ହୋ ହୋଲ୍ଲା କରିଥିଲେ ଶେଷ ରେ ପିକପ ସହ ଟ୍ରାନ୍ସ ପର୍ମର ଅଫିସ ପକ୍ଷ ରୁ ପଠା ଯାଇଥିଲା ପରେ ପରିସ୍ଥିତି ଶାନ୍ତ ପଡ଼ି ଥିବାର ଜଣା ଯାଇଛି. ଏ ନେଇ କାର୍ଯା ଳୟକୁ ଯାଇ ଯୋଗାଯୋଗ କରିବାରୁ ଯନ୍ତ୍ରୀ ଛୁଟିରେ ଅଛନ୍ତି. ବୋରିଗୁମ୍ମା ଯନ୍ତ୍ରୀ ଦାଇତ୍ୱ ରେ ଅଛନ୍ତି ଏବଂ ସମସ୍ୟା ସମାଧାନ ହୋଇଥିବା କର୍ମଚାରୀ ମାନେ ସୂଚନା ଦେଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର
