September 23, 2026

ଡିଆରୟୁସିସି ( ଡ୍ରୁସ ) ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

IMG-20260923-WA0059
Share

ବରଗଡ,

: ସମ୍ବଲପୁର ଡିଭିଜନର ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି (DRUCC) ସଦସ୍ୟ ଭାବେ ବରଗଡ଼ର ରମଣୀ ରଞ୍ଜନ ବେହେରା ମନୋନୀତ ହୋଇଛନ୍ତି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ସୁପାରିଶକ୍ରମେ ତାଙ୍କୁ ଏହି ଦାୟିତ୍ୱ ମିଳିଛି।

ପୂର୍ବତଟ ରେଲୱେ, ସମ୍ବଲପୁର ଡିଭିଜନ ପକ୍ଷରୁ ଜାରି ଚିଠି ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ରୁ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଶ୍ରୀ ବେହେରାଙ୍କୁ ଡ୍ରୁସ ସଦସ୍ୟ ଭାବେ ମନୋନୀତ କରାଯାଇଛି।