September 15, 2026
IMG-20251219-WA0013
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର କୃଷ୍ଣପ୍ରସାଦ ବ୍ଲକ ମହସା ବ୍ରହ୍ମପୁର ଗ୍ରାମକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜର ଅଭିଭାଷଣ ରଖିବା ବେଳେ ଜଣେ ବୃଦ୍ଧା ଆସି ନିଜର ଦୁଃଖ ଜଣାଇ କହିଥିଲେ ଯେ ମୁଁ ମୋ ଝିଅ ଦୁଇଜଣ ପ୍ରାଣୀ ୫କିଲ ଚାଉଳ ପାଉନି ସଙ୍ଗେସଙ୍ଗେ ମନ୍ତ୍ରୀ ଅନ୍ତରୋଦାୟ ଯୋଜନା ରେ ବୃଦ୍ଧା ମାଉସୀଙ୍କୁ ପ୍ରତି ମାସରେ ୩୫ କିଲୋ ଚାଉଳ ସୁପାରିଶ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ