କୋଟପାଡ଼ରେ ଗଣେଶ ପୂଜା ପାଳିତ କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ବିଭିନ୍ନ ଗାଁ ଗହଳି ରେ ଏବଂ ସହର ର ସମସ୍ତ ୱାର୍ଡ ମାନଙ୍କ ରେ ଏବଂ ବିଦ୍ୟା ଳୟ ରେ ଗଣେଶ ପୂଜା ପାଳନ
କୋଟପାଡ଼ରେ ଗଣେଶ ପୂଜା ପାଳିତ କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ବିଭିନ୍ନ ଗାଁ ଗହଳି ରେ ଏବଂ ସହର ର ସମସ୍ତ ୱାର୍ଡ ମାନଙ୍କ ରେ ଏବଂ ବିଦ୍ୟା ଳୟ ରେ ଗଣେଶ ପୂଜା ପାଳନ କରା ଯାଇଛି.ଧରା ପୃଷ୍ଟ ରେ ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ.ଗଜାନନ ଙ୍କ ଆବହନ ପାଇଁ ପୁ୍ର ପଲୀ ଠାରୁ ଗାଁ ଓ ସହର ସବୁଠି ଚଳ ଚଞ୍ଚଳ ହୋଇ ଉଠିଛି lସହର ର ମୁଖ୍ୟ ସ୍ଥାନରେ ଥିବା ଶ୍ରୀ ଗଣେଶ ମନ୍ଦିର ଠାରେ କେ ଉମା ମହେଶ୍ୱେର ଦମ୍ପତିଙ୍କ ଦ୍ୱାରା ପୂଜା ଅର୍ଚନା କରାଯାଇଛି. ଶିଶୁ ମନ୍ଦିର ସମେତ ମହିଷା ମୋର୍ଦିନି ସଂଘ ବେଲମା ସାହି ବିଭିନ୍ନ ଶିକ୍ଷା ଅନୁଷ୍ଠାନ. ବ୍ୟବସାୟିକ ପ୍ରତିଷ୍ଠାନରେ ସୋମବାର ପବିତ୍ର ବିନାୟକ ଚତୁର୍ଥୀ ପାଳିତ ହୋଇଯାଇଛି.ଭଳିକି ଭଳି ସାଜ ସଜା ଆଲୋକ ବ୍ୟବସ୍ଥା ଓ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର
