September 30, 2026

ପଣ୍ଡକିପାଲି ଗ୍ରାମରେ ୩୯ ଜଣ ହିତାଧିକାରୀଙ୍କୁ ସୋଲାର ପ୍ରଦାନ କରାଗଲା

IMG-20260930-WA0027
Share

 

ବରଗଡ, (ସୁରେନ୍ଦ୍ର କଠାର)

 

ଆଜି ଅର୍ଜୁଣ୍ଡI ଗ୍ରାମ ପଞ୍ଚାୟତ ପଣ୍ଡକି ପାଲି ଗ୍ରାମ ରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ରେ 1 kw ସୋଲାର ୩୯ ଜଣ ହିତାଧିକାରୀ ଙ୍କୁ ମାନ୍ୟବର ବିଧାୟକ ନିହାରରଂଜନ ମହାନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ନୂତନ ମଣ୍ଡଳ ସଭାପତି ଖିରେଶ ମହାକୁର ଏବଂ ଅର୍ଜୁଣ୍ଡI ପ୍ରଭାରୀ ସୁବୋଧ କୁମାର ଦାଶ ,ଆନନ୍ଦ ବେହେରା ପ୍ରଦାନ କରିଛନ୍ତି |