ଅଵସର କାଳିନ ସମ୍ବର୍ଦ୍ଧନା ଉତ୍ସବ
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ୩୦.୬.୨୦୨୬ରିଖ ମଙ୍ଗଳବାର ଦିବା ୧ ଘଟିକା ସମୟରେ ଭୋଲାନାଥ ବିଦ୍ୟାପିଠକୋକସିଂ ବେଗୁନିଆ ପବିତ୍ର ମୋହନ ଖାଡାଙ୍ଗାଙ୍କ ସଭାପତିତ୍ଵରେ ସହକାରୀ ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର, ରମେଶ ଚନ୍ଦ୍ର ସାହୁ ଓ ୪ର୍ଥ ଶ୍ରେଣୀ କର୍ମଚାରି ଜିତେନ୍ଦ୍ର କୁମାର ଦାଶଙ୍କ ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ବୈଠକରେ ଜିଲ୍ଳା ଯୁଗ୍ମ ସଂପାଦକ ରତିକାନ୍ତ କହଳସିଂ ବେଗୁନିଆ ବ୍ଲକ ଓଷ୍ଟାସଭାପତି ଦିବାକର ସାହୁ,ସଂପାଦକ ବଂଶିଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶୀକ୍ଷକ ଗୁରୁବାରୀ ସାହୁ, ସନ୍ତୋସ.କୁମାର ପଟ୍ଟନାୟକ, ସର୍ବେଶ୍ଵର ସ୍ଵାଇଁ, ପ୍ରସାନ୍ତ ପ୍ରଧାନ, ସହକାରୀ ଶିକ୍ଷକ ସିଦ୍ଧେଶ୍ଵର କର ବହୁ ପୁରାତନ ଛାତ୍ର ଅଭିଭାବକ ଓ ଗ୍ରାମବାସି ଉତ୍ସବରେ ଯୋଗଦାନ କରି ବିଦାୟି ପ୍ରତିଭାମାନଙ୍କର ଗୁନ ଗାନ କରିଥିଲେ ପ୍ରଧାନଶିକ୍ଷକ ଭଗବାନ ମହଲା ସମସ୍ତ କାର୍ଯ୍ୟର ତଦାରଖ କରୁଥିବାବେଳେ ସହକାରି ଶିକ୍ଷକ ଶ୍ରିନିବାସ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରି ଶାନ୍ତିଶୃଙ୍ଖଳାର ସହିତ ସମ୍ବର୍ଦ୍ଧନା ଉତ୍ସବଟି ପାଳନ କରିଥିଲେ
