September 27, 2026

ପ୍ରୋଳୟାରୀ ବନ୍ୟା ସମୟରେ ସହାୟତlର ହାତ ବଡେଇଲା  ସଂସ୍କାର ସମାଜ ସେବା ସଂଘ 

IMG-20260927-WA0005
Share

 

ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ବହୁଜlଗରେ ମହାଭାୟଙ୍କର ପ୍ରୋଳୟ କlରି ବନ୍ୟା ଦେଖିବକି ମିଳିଥିଲା,ଏହି ବନ୍ୟାପ୍ରଭାବରେ ଲୋକେ ନାଂହିନଥିବା ଅସୁବିଧା ହୋଇ ନିଜର ଜୀବନ ବୋଚେଇବାକୁ ପାଖରେ ଥିବା ପଂଚାୟତ ଅଫିସ, କଲ୍ୟାଣୀ ମୋଣ୍ଡପ ଆଉ ଅନ୍ୟାନ ସୁବିଧା ଦେଖି ସରକାରୀ ଅଫିସ ଗୁଡିକରେ ରହିଥହିବା ଦେଖିବାକୁ ମିଳିଥିଲା l ଚିରମା,ବୋରଗାଁ, ସାନ ଆମୋଡା, ମାଦେଗାଁ,ଏଭଳି ଅନେକ ଜlଗଥିଲା ଯାହାକି ଲୋକଙ୍କୁ ସୁରକ୍ଷିତରେ ଜୀବନ ବଞ୍ଚେଇବା ପାଇଁ ନବଙ୍ଗପୁର ଜିଲ୍ଲାପାଳ ଓ ଗୋଷ୍ଟୀଉନୟନ ଅଧିକାରୀ କୋଷଗୁମୁଡା,ଲୋକଙ୍କ ଥଇଥାନ ବ୍ୟବସ୍ତା କରିଥିଲେ, ସେହିସମୟର ଅସୁବିଧାରେ ଥିବା ସମୟକୁ ଆଖିଆଗରେ ରଖି କୋଷଗୁମୁଡା ଠାରେ ଥିବା ୧ ସହୋଯୋଗ କlରି ଦଳ ସଂସ୍କାରସେବା ସଂସ୍ଥା ଆସି ସେମାଙ୍କୁ ଖାଇବା, ପିଇବା ସହ ଅନ୍ୟାନ ଶୋହ ଯୋଗ କରିବା ଦେଖିବାକୁ ମିଳିଥିଲା,ସଭାପତି ଙ୍କର କହିବା ଅନୁସାରେ ଆଉରି ମଧ୍ୟ କୌଣସି ସୁବିଧା ଦରକାର ପୋଡିଲେ ହାତ ବଡ଼େଇବା ଗଣମାଧ୍ୟମ ପାଖରେ ପ୍ରତିଶୃତି ଦେଥିବା ଜଣାଇଥିଲେ , ସଭାପତି, ଚନ୍ଦ୍ରଶେଖର ପ୍ରଦାନ, ଉପ ସଭାପତି,ଅସକ ଗୁପ୍ତା, ସମ୍ପାଦକ,ଚନ୍ଦନ କୁମାର ସାହୁ, ଉପସମ୍ପାଦକ,ରାଜକୁମାର ମେହେତା,କେସିଆର,ମହାବୀର ଗୁପ୍ତା,ସୁନୀଲ କୁମାର ମେହେତା,ରୁପେଶ ଗୁପ୍ତା,ରାଜୁ ଠାକୁର,ବୁଧଦେବ ଯାଦବ,ରଂଜିତ ମେହେତା, ଅରୁଣ କୁମାର ରାମ,ଦେବେନ୍ଦର ଗୁପ୍ତା, ଏକେଶକ ଗୁପ୍ତା, ଆଉ ଅନେକ ଭଦ୍ରବ୍ୟକ୍ତି, ମlନ୍ୟ ଗଣ୍ୟ ପଂଚାୟତ ଭଦ୍ରବ୍ୟକ୍ତି ଉକ୍ତ ସ୍ଥାନରେ ଦେଖିବାକୁ ମିଳିଥିଲା, ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ରୁ ଦୟାରାମ ପନକା ଙ୍କ ରିପୋର୍ଟ ଉପାନ୍ତ ଖବର ନେୱଜ଼ l