August 3, 2026

ଗ୍ରାମ୍ୟ ଜଳଯୋଗାଣ ବିଭାଗ ର ବେପରୁଆ ମନ ଭାବ ପାଇଁ ଖାଲି ଗଗରା ବାଲଟି ଧରି ମହିଳା କଲେ ରାସ୍ତା ରୋକ

IMG-20260123-WA0051
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ରାଜ୍ୟ ରାଜ ପଥ ୧୯ ଶେରଗଡ଼ନୀଳଗିରି ଉଦଳା ବନ୍ଦ l

ନୀଳଗିରି ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତ ରେ ଏକ ଅଭାବ ନିୟ ଘଟଣା l ତିନିଦିନ ହେବ ୧୦,୧୧ଓ ୧୨ନମ୍ବର ୱାର୍ଡ କୁ ଯାଉଥିବା ପିଇବା ପାଣି ପାଇପ ଫାଟିଯାଇଥିବା ର ଅଭିଯୋଗ ବିଭାଗୀୟ ଅଧିକାରିଙ୍କୁ ଦିଆଯାଥିଲେ ମଧ୍ୟ ନ ସଜଡ଼ା ଯିବାରୁ ବାଧ୍ୟ ହୋଇ ଜାତୀୟ ରାଜ ପଥ ୧୯ ଶେରଗଡ଼ ନୀଳଗିରି

ଉଦଳା ରାସ୍ତାକୁ ଛତ୍ରପୁର ବଜାର ଠାରେ ଖାଲିଗଗରା ଓ ବାଲତି ଧରି ରାସ୍ତା କୁ. ଅବରୋଧ କରିଥିଲେ l

ଏଖବର ପାଇ ବ୍ରହ୍ମପୁର ଥାନା ଅଧିକାରିଣୀ ଶ୍ରୀମତୀ ପ୍ରେମଦା ନାୟକ ଓ ଏ ଏସ ଆଇ ମାନ ଭତ୍ସଞ୍ଜନ ବେହେରା ପହଁଚିଲା ପରେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗ୍ରାମ୍ୟ ଜଳ ଯୋଗାଣ. ସହକାରୀ. ଯନ୍ତ୍ରୀ ମହେଶ୍ୱର ସିଂ ଧାରଣlସ୍ଥଳରେ ପହଂଚି ବୁଝା ସୁଝା ପରେ ସ୍ଥାନୀୟ ସରପଞ୍ଚ. ମାଳତୀ ମାର୍ଣ୍ଡି ଙ୍କୁ ଦୃଢ ପ୍ରତିଶୃତି ଦେବାସ ହିତ ଆଜି ସଜାଡି ଦେବା ସହିତ ଦୁଇ ମାସ ଭିତରେ ଅନଏକ ସୋର୍ଶ ସହିତ ସଂଯୋଗ କରି ଦେବାର ପ୍ରତିଶୃତି ପାଇଲାପରେ ଧାରଣା କାରି ଧାରାନାସ୍ଥଳ ରୁ ଉଠିଯାଇଥିଲେ l ସ୍ଵଭାବିକ ଅବସ୍ଥା ଏବେ ଛତ୍ର ପୁର ଠାରେ ଫେରି ଆସିଅଛି l ନିୟୁଜ ଲେଖା ହେଲାବେଳକୁ ପାଇପିସଜ କରା ଯାଇ ପିଇବା ପାଣି ଦିଆଗଲାଣି ବୋଲି ଖବର ପହଂଚିଛି l