August 3, 2026

ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ

IMG-20260106-WA0090
Share

୦୬/୦୧/୨୦୨୫ (ଗୁପ୍ତେଶ୍ୱର ରଥ କୋରାପୁଟ)ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ଏହି ଆମ୍ବୁଲାନ୍ସ ଗୁଡ଼ିକ ବିସ୍ଥାପିତ ପୁରାତନ ଆମ୍ବୁଲାନ୍ସ ସ୍ଥାନରେ କାର୍ଯ୍ୟ କରିବେ।