ଛତ୍ରପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଶୁଭାରମ୍ଭ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୬ ମିଟର ଦୌଡ଼ ସମଗ୍ର ଜିଲ୍ଲାରେ ‘ସେବା ସଂକଳ୍ପ ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ
K ଛତ୍ରପୁର, ତା. ୧୭/୦୯/୨୬(ଅରୁଣ କୁମାର ପଣ୍ଡା )ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆରମ୍ଭ...
