October 13, 2026

ଗାନ୍ଧିଜୀସାମାଜିକଅନୁଷ୍ଠାନ ଟ୍ରଷ୍ଟ୍ର ଓଡ଼ିଶା ତରଫରୁ . କୁନି କୁନି ଛତ୍ର ଛାତ୍ର ମାନଙ୍କୁ ନେଇ ଖେଳପ୍ରତି ଯୋଗିତା ରେ ପ୍ରଶସାଂ ପତ୍ର ପୁରଷ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ୨୦୨୬

IMG-20261012-WA0039
Share

ପୁରୀ

ସ୍ଥାନୀୟ ବଳିଆ ପଣ୍ଡା ବସ୍ତି ର ଯୋଗ ବିଦ୍ୟାଳୟ ରେ କୁନି କୁନି ଶିଶୁମାନଙ୍କୁନେଇଗାନ୍ଧିଜୀ ସାମାଜିକଅନୁଷ୍ଠା ଟ୍ରଷ୍ଟ୍ର ଓଡ଼ିଶା ପୁରୀ ଆନୁକୁଲ୍ୟରେ ଦୁଇଦିନିଆ କୁନିକୁନି ଶିଶୁମାନଙ୍କୁ ନେଇ ବିଭିନ୍ନଖେଳର ପ୍ରତିଯୋଗିତା ହୋଇ ଜାଇଛି। ଏହି କାର୍ଯ୍ୟକ୍ରମରେ ବଳିଆ ପଣ୍ଡା ର୫୦ ଜଣ କୁନି କିନି ପ୍ରତି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ବେଙ୍ଗଡିଆଁ, ଚ଼କ଼ଲେଟ୍ ଓ ବିସ୍କେଟ, ଗଣିତ ଦୌଡ଼, ଚିତ୍ରାଙ୍କନ, କୁଇଜ଼ ଆଦି କନିଷ୍ଠ, ବରିଷ୍ଠ, ବାଳକ, ବାଳିକା ବର୍ଗରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ୫୦ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତାରେ ୧୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ୧୦ ଜଣ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ, ୧୦ ଜଣ ତୃତୀୟ ସ୍ଥାନ ଅଧିକାର କରି ମେଡାଲ ହାସଲ କରିଥିଲେ, ଅନ୍ୟମାନଙ୍କୁ କିଛି ସାନ୍ତନା ମୂଳକ ପୁରସ୍କାର ସହ ପ୍ରମାଣ ପତ୍ର ମଧ୍ୟ ଦିଆଯାଇ ଥିଲା,ଗାନ୍ଧିଜୀ ଅନୁଷ୍ଠାନ ର ସଭାପତି ପ୍ରସନ୍ନକୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜନରେ ଅନୁଷ୍ଠାନିକଭାବେସଭା ପତି ସ୍ୱାଗତ ଭାଷାଣ ପ୍ରଦାନକରିକହିଥିଲେ ଜନତା ଙ୍କ ମୌଳକ ସମାସ୍ୟାରବିଭିନ୍ନମାଧ୍ୟମ ରେସମାଧାନ କରିବା ଆମ ଅନୁଷ୍ଠାନର ମୁଳ ଲକ୍ଷ ଏହି ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀଙ୍କ ଲୁଚ଼ି ରହିଥିବାପ୍ରତିଭାକୁଖୋଜି ବାହାରକଲେସେହି ଶିଶୁରପ୍ରତିଭାରେ ସର୍ବ ଭାରତୀୟସ୍ତରୀୟରେ ବିକଶିତହୋଇସୁନାମ

ଅର୍ଜନକରିବ କହିଥିଲେ ପୁରୀଜିଲ୍ଲାରେଡ଼କ୍ରସ ବିଭାଗ ଉପ ଜିଲ୍ଲାପାଳ ଅନୁସର୍ଭ ଗନ୍ରାୟତ. ମୁଖ୍ୟ ଅତିଥି ଭାବରେ ଯୋଗଦେଇ

କହିଥିଲେ ଯେ ଛୋଟ ଛୋଟକୁନିକୁନିପିଲା

ମାନେ ଆଜି ଦେଶ ଜାତିରଭବିଷ୍ୟତବିଭିନ୍ନ ଶିକ୍ଷା କ୍ଷେତ୍ରହେଉବା

ଖେଳକୁଦହେଉସେମାନ ଙ୍କ ପାଖେ ଲୁଚ଼ି ରହି

ଥିବା ପ୍ରତିଭାକୁ ଯଦି

ଆମେ ବିଭିନ୍ନ ସେବା ଅନୁଷ୍ଠାନମାଧ୍ୟମରେ ଖୋଜିବାହାରକରିବା

ଏହା ହିଁ ହେବ ଦେଶ ଜାତି ପାଇଁ ସମାଜରେ ସେବା ର ଗର୍ବ ଏ ଅଞ୍ଚଳ ର ପିଲାଙ୍କ ପ୍ରତିଭା ଅନ୍ୟ

ମାନଙ୍କଠାରୁ କମ ନୁହନ୍ତି ସମ୍ମାନିତଅତିଥିଭାବରେ ପୂର୍ବତନକାଉନସିଲର ତଥା ସମାଜସେବକ

ଶ୍ରୀଯୁକ୍ତ ଉଦୟନାଥ ପତିହାରୀ ଯୋଗଦେଇ କହିଥିଲେ ଯେ, ଆମ ବଳିଆପଣ୍ଡାବସ୍ତି ଅଞ୍ଚଳ ରେ ଦିର୍ଘ ବହୁ ବର୍ଷ ହେବ ଘର ଦ୍ଵାର କରି ରହୁ ଥିବାଭାଇ ଭଉଣୀ ଙ୍କ କୁନିକୁନି ପିଲାମାନଙ୍କ ବିଭିନ୍ନପ୍ରକର ଶିକ୍ଷା ଯେତ୍ରର ପ୍ରତିଭା ପ୍ରଦର୍ଶନ କରିବା ରେ ଅନ୍ୟ ମାନଙ୍କ ଠାରୁ ପଛରେ ନାହାନ୍ତି। ସେମାନଙ୍କ ଅନ୍ତ ର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସବୁ ସ୍ତରରେ ଉଦ୍ୟମ ନିରନ୍ତର ଭାବେ ହେବା ଉଚିତ। ସେମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ନିଷ୍ଠା, ପରିଶ୍ରମ ଓ ସାଧନା ବଳବତ୍ତର ରଖିଲେ ରାଜ୍ୟ ଓ ଦେଶ ପାଇଁ ଜଣେ ଜଣେ ସମ୍ବଳ ହୋଇ ବାହାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେଆମଅନୁଷ୍ଠାନର ନିର୍ଦ୍ଦେଶିକା ମମତାମିଶ୍ର ପ୍ରସନ୍ନ ଦାସ ସମ୍ପାଦିକା ସସ୍ମିତା ଶତପଥୀ ,ମୁଖ୍ୟ ସଙ୍ଗଠକନିଳାଚଞ୍ଚଳ ଦାଶ, ଆଲୋକ ଦାଶ ,ଦେବାଶିଷ ମହାପାତ୍ର, ବେବିଲାଲ ,ମିଶ୍ର ମଲ୍ଲାଲ ମିଶ୍ର, ରମେଶ ସାହୁ,

ଝାନ୍‌ସୀ ମିଶ୍ର ,ମଧୁସ୍ମିତା ମହାନ୍ତି, ବୁଦ୍ଧିମତୀ ବାରିକ ,ନୂତନ ଭାବେ ଅନୁଷ୍ଠାନ ରେଯୋଗ ଦେଇଥିବା ସୌମ୍ୟା ହୋତା, ଘୁଙ୍ଗୁର ଦାସ, କୃଷ୍ଣା ଦାସ ପ୍ରମୁଖଯୋଗଦେଇଥିବା ବେଳେ ଟ୍ରଷ୍ଟ୍ର ଅଧ୍ୟକ୍ଷ ପ୍ରସନ୍ନ କୁମାର ଲେଙ୍କାପ୍ରମୁଖଯୋଗ ଦେଇ ଥଲେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଙ୍କଦ୍ୱାରା ପ୍ରତିଭା ଶିଶୁ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗକୁ ବଢ଼ିବା ନିମନ୍ତେ ପ୍ରୋତ୍ସାହିତ କରି ଥିଲେଏହି କର୍ଯ୍ୟକ୍ରମ ରେ କୃତିତ୍ୱ ହାସଲକରିଥିବାପ୍ରତିଯୋଗୀତା ମାନଙ୍କୁବିଭିନ୍ନସ୍ତରରେଏମାନ ଙ୍କପ୍ରତିଭା କୁ ଖୋଜି ବାହାର କରି ସୁଯୋଗ ଦେବାକୁ ସମ୍ପାଦକା ସସ୍ମିତା ଶତପଥୀ ଉପ ଜିଲାପାଳଙ୍କୁ ଅନୁରୋଧ କରିଥିଲେ ନଭେମ୍ବର ମାସ ୧୪ ତାରିଖରେ ଶିଶୁ ଦିବସ ଅନୁ ଷ୍ଠାନଦ୍ୱାରାକରାଯିବସଭା ସ୍ଥଳରେଶେଷରେ ଘୋଷଣା କରିଥିଲେ ଅନୁଷ୍ଠାନରସମସ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଶାନ୍ତି ପୁର୍ଣ୍ଣ ଭାବରେ ସମ୍ପାଦିକାପରିଚାଳନା କରି ଧନ୍ୟବାଦଦେଇ ସଭାସଙ୍ଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ