ସ୍କୁଲହତାରେ ପଶି ସପ୍ତମଶ୍ରେଣୀ ଛାତ୍ର କୁ ମାଡମାରିବା ମହଙ୍ଗା ପଡିଲା, : ଜେଲଗଲେ ଦୁର୍ଦ୍ଦାନ୍ତ ମହିଳା ଅନୁୱାରୀ ବେଗମ
ତିର୍ତ୍ତୋଲ ତା 7/10/2026 ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲ ରହିମ ସରକାରୀ ଉଚ୍ଚବିଦ୍ୟାଳୟ ହତାଭିତରେ ପଶି, ସେଠାରେ ସପ୍ତମଶ୍ରେଣୀ ରେ ପାଠପଢ଼ୁଥିବା ତେରବର୍ଷ...
