ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସୋରଡ଼ା ବ୍ଲକରେ ତୀରଙ୍ଗା ର ଶୋଭାଯାତ୍ରl ଆରମ୍ବ କରାଯାଇଥିଲା
![]()
![]()
![]()
ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନକ୍ରମେ ଦେଶ ବ୍ୟାପୀ ଚାଲିଥିବା “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ଅବସରରେ ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ସୋରଡ଼ା ବ୍ଲକ୍ ଅନ୍ତର୍ଗତ କୁଲାଙ୍ଗୀ କାଲି ମନ୍ଦିର ଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ହଜାର ହଜାର କ୍ରମୀ ଭାଇ ଙ୍କ ସହ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଭବ୍ୟ ତ୍ରିରଙ୍ଗା ଯାତ୍ରାରେ ଅଂଶ ଗ୍ରହଣ କରି ଦେଶର ଗୌରବ ଓ ଜାତୀୟ ଏକତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇଲେ।ସରବାଡି ମଣ୍ଡଳ ସଭାପତି ସତ୍ୟନାରାୟଣ ଭାଇ.ଯୁବମୋର୍ଚା ସଭାପତିଅଶୋକ ଭାଇ. ପ୍ରଦୀପ ଭାଇ ଗୋପାଳ ଭାଇ ଜିତୁ ଭାଇ ବସନ୍ତ ଭାଇ.ଟୁକୁନାଭାଇ. ପାଣ୍ଡୁ ରବି ଉପସ୍ଥିତ ଥିଲେ
ତ୍ରିରଙ୍ଗା ଆମ ପାଇଁ କେବଳ ଏକ ପତାକା ନୁହେଁ; ଏହା ଅସଂଖ୍ୟ ବୀରଙ୍କ ତ୍ୟାଗର ସ୍ମୃତି, ଆମ ସ୍ୱାଭିମାନର ପ୍ରତୀକ ଏବଂ ଏକତାର ଅମର ପରିଚୟ। ଏହି ତ୍ରିରଙ୍ଗା ତଳେ ଆମେ ସମସ୍ତେ ଏକ—ଏହା ହିଁ ଆମ ଭାରତର ଶକ୍ତି।. ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ