ଖବର ଉପାନ୍ତ ଓଡିଶା ସମାଚାର ପୁରୀରେ ରଙ୍ଗର ପର୍ବ ହୋଲିରେ ବିଦେଶୀ ପର୍ଯ୍ୟଟକ ଏବଂ ରାଜ୍ୟସଭା ସାଂସଦଙ୍କ ରଙ୍ଗଖେଳ upanta odisha March 5, 2026 Share ରଙ୍ଗର ପର୍ବ ହୋଲିରେ ପୁରୀରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ସହିତ ବିଦେଶୀ ପର୍ଯ୍ୟଟକ ଅବିର ଲଗାଇ ମିଠା ଖୁଆଇ ଖେଳିଲେ ରଙ୍ଗଖେଳ ପାଳିଲେ ହୋଲି l ବିଜୁ ଜନତା ଦଳର ଶତାଧିକ ଯୁବକ ସୁଭାଶିଷ ଖୁଣ୍ଟିଆଙ୍କୁ ଅବିର ବୋଲି ପାଳିଲେ ରଙ୍ଗ ଉତ୍ସବ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l Post Navigation Previous ଡକାୟତି ସହ ଆକ୍ରମଣ ଅଭିଯୋଗ, ଜଣେ ଗିରଫ, ବାଇକ୍ ଓ ମୋବାଇଲ ଜବତ Next ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା More Stories ଖବର ଉପାନ୍ତ ଓଡିଶା ସମାଚାର ମାଓବାଦୀ ପରିଚୟ ଦେଇ ବୋମା ବିସ୍ଫୋରଣ ଓ ଚାନ୍ଦା ଆଦାୟ ଅଭିଯୋଗ, କର୍ଣ୍ଣାଟକରୁ ଅଭିଯୁକ୍ତ ଗିରଫ upanta odisha September 20, 2026 ଖବର ଉପାନ୍ତ ଓଡିଶା ସମାଚାର ଟ୍ରକ୍ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୁଲିସ କୁରଡ଼ପଶି ଗାଁରୁ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଠାବ upanta odisha September 20, 2026 ଖବର ଉପାନ୍ତ ଓଡିଶା ସମାଚାର ମହାନଦୀରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର…. upanta odisha September 20, 2026