November 28, 2026

କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବସନ୍ତପଡା ପଞ୍ଚାୟତ ବସନ୍ତପଡ଼ା ଠାରେ ଥିବା ‘ଶ୍ରୀ ଶ୍ରୀ ବିଶ୍ଵନାଥ ଦେବ ଶିବ’ ମନ୍ଦିରଟି ୩୧/୦୧/୨୦୧୯ ଏହି ମନ୍ଦିର ପ୍ରତିଷ୍ଠା

IMG-20261122-WA0046
Share

ଲାଞ୍ଜିଗଡ (ପୁରନ୍ଦର ଦଣ୍ଡସେନା)୨୧।୧୧ (ବିପ୍ର) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବସନ୍ତପଡା ପଞ୍ଚାୟତ ବସନ୍ତପଡ଼ା ଠାରେ ଥିବା ‘ଶ୍ରୀ ଶ୍ରୀ ବିଶ୍ଵନାଥ ଦେବ ଶିବ’ ମନ୍ଦିରଟି ୩୧/୦୧/୨୦୧୯ ଏହି ମନ୍ଦିର ପ୍ରତିଷ୍ଠା ହୋଇଥୁଲା ଓ ଏହି ଶିବ ମନ୍ଦିରକୁ ଲାଞ୍ଜିଗଡ ବାସିନ୍ଦା ଧର୍ମୁଚାନ୍ଦ ଅଗ୍ରୱାଲ ବସନ୍ତପଡ଼ା ପଡ଼ା ଗ୍ରାମବାସୀଙ୍କ ମିଳିତ ସ‌ହ‌ଯୋଗରେ ବସନ୍ତପଡ଼ା ଗ୍ରାମରେ ‘ଶ୍ରୀ ଶ୍ରୀ ବିଶ୍ଵନାଥ । ଦେବ’ ଙ୍କ ମନ୍ଦିର ପ୍ରତିଷ୍ଠା କରେଇଥିଲେ ଓ ଏହି ମନ୍ଦିରରେ ପ୍ରତେକ ଦିନ ବୋହୁ ଶ୍ରଦ୍ଧାଳୁ ଙ୍କ * ଭିଡ଼ ହୋଇଥାଏ, ଏହି ଶିବ ମନ୍ଦିରର । ପୂଜକ ହେଲେ କିଶୋର ରଣା ମନ୍ଦିରରେ ପ୍ରତେକ ସୋମବାର ଦିନ ଗହଳି ଦେଖିବାକୁ ମିଳିଥାଏ ଓ ଧାର୍ମିକ ମାସ କାର୍ଭିକ ấକ ମାସ, ଶ୍ରାବଣ ମାସ, ବୈଶାଖ ମାସ, ମାଘ ମ ମାସର ସୋମବାର ଦିନ ଓ ସ ସଂକ୍ରାନ୍ତି ରେ ପ୍ରବଳ ମାତ୍ରାରେ ଏହି ଶିବ ପ୍ରତେକ ମାସ ସଂକ୍ର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ ଓ ଏହି ଶିବ ମନ୍ଦିର ମନ୍ଦିରରେ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ, ପ୍ରତେକ ମାସରେ ସଂକ୍ରାନ୍ତି ରାତିରେ ମେ ମେଳା ହୋଇଥାଏ ଓ ‘ଶ୍ରୀ ଶ୍ରୀ ବିଶ୍ଵନାଥ ଦେବ’ ଙ୍କ ର ପ୍ରତି ବର୍ଷ ଶିବରାତ୍ରିରେ (ଜାଗର) ଦିନ ବୋହୁ ଶ୍ରଦ୍ଧାଳୁ ଙ୍କ ସମା–ଗମ ହେବା ଦେଖୁବାକୁ ମିଳିଥାଏ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କାର୍ଭି କାର୍ତ୍ତିକ ଆରମ୍ଭରୁ ଭାଗବତ ଓ କାର୍ଭିକ ପୂରଣ ବସିଥିଲା ଏହି ଅବସରରେ ପ୍ର ପ୍ରତେକ ଦିନ ସନ୍ଧ୍ୟାରେ ଭାଗବତ ଓ କାର୍ତ୍ତିକ ର୍ଭିକ ପୂରଣ ପଢ଼ ପଢ଼ାଯାଉଥୁଲା ତାରି ସଙ୍ଗେସଙ୍ଗେ ରାତିରେ । ସଂକୀର୍ତନ ହେଉଥୁଲା ଓ ଆଜି ବଡ଼ ଏକାଦଶୀ ଉପଲକ୍ଷେ ଅର୍ଣ୍ଣ ଭୋଗର ଆୟୋଜନ କରାଯାଇଥିଲା ଏହି ଅର୍ଶ ଦାନ କରିଥିଲେ ନିଜର ସ୍ଵଇଚ୍ଛାରେ ବସନ୍ତପଡା ବାସିନ୍ଦା ରାଜେନ୍ଦ୍ର ମାଳି ଓ ଏହି କାର୍ଯ୍ୟକ୍ରମରେ ମେଳର ମୁଖ୍ୟ ପୂଜକ ରମାକାନ୍ତ ମିଶ୍ର, ଉମାକାନ୍ତ କର, ଧନିଆ ମାହାଙ୍କୁଡ, ଟୁନା ପାଣି ଗ୍ରାହୀ, ବସନ୍ତପଡା ଦେବେନ୍ଦ୍ର ମାଳି, ସଦାଶିବ ବରାଳ, ଚନ୍ଦନ ମାଳି, ନିଖୁଲ ବଂଶଳ, ମନୋରଞ୍ଜନ ମାଳି, ଜୟଶନ ମାଳି, ସୁରେଷ ଅଗ୍ରୱାଲ, ବାବୁ ଜେନା, ସାନ ମାଳି, ପ୍ରସନ ମାହାଙ୍କୁଡ, ସୁବାଷ ଅଗ୍ରୱାଲ, ଶାବି ପ୍ରଧାନ, ବାପି ପ୍ରଧାନ, ଭୁଜେନ୍ଦ୍ର ମାଳି, ବଳରାମ ମହାରଣା, ଅନନ୍ତ ନାଗ, ସୁରେନ୍ଦ୍ର ମାଝୀ, ବସନ୍ତ ରାଉତ, ଯତୀନ୍ଦ୍ର ବିଶ୍ଵାଳ ଓ ଗ୍ରାମବାସୀ ପ୍ରମୁଖ ଶ୍ରୀ ଅଗ୍ରୱାଲଙ୍କୁ ସାହାଯ୍ୟ କରିଥିଲେ।”ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*