November 29, 2026
ajiro khabar
Share

==ରାଜ୍ୟରେ ଖରିଫ୍ ଧାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କ୍ରୟ ହେବ, ୭୮ ଲକ୍ଷ ମେଟ୍ରିକ୍ ଟନ ଲକ୍ଷ୍ୟ ଧାର୍ଯ୍ୟ।ଓଡ଼ିଶା ସାଇବର୍‌ କମାଣ୍ଡ୍ ସେଣ୍ଟର୍‌କୁ ଅନୁମୋଦନ: ୨୫୦କୋଟି ଟଙ୍କା ମଞ୍ଜୁର କଲେ ସରକାର।ଜାତୀୟସ୍ତରରେ ଚମକିଲେ ଓଡ଼ିଶାର ଦକ୍ଷ ଆଇଟିଆଇ ଯୁବ ପ୍ରତିଭା, ୪ ପ୍ରଶିକ୍ଷାର୍ଥୀଙ୍କୁ ଲକ୍ଷ୍ନୌରେ ସମ୍ବର୍ଦ୍ଧନା।ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬: ‘ଫାଷ୍ଟେଷ୍ଟ ମୁଭର୍’ ବର୍ଗରେ ଓଡ଼ିଶା ସମ୍ମାନିତ।ରାଜ୍ୟରେ ବାଉଁଶର ସଦୁପଯୋଗ ଲାଗି ସମନ୍ୱିତ ରାଜ୍ୟ ବାଉଁଶ ନୀତି ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ।ରାଜ୍ୟରେ ମାତ୍ର ୨୯୫ଟି କୀର୍ତ୍ତିରାଜିକୁ ରାଜ୍ୟ ଓ କେନ୍ଦ୍ର ସରକାର ସଂରକ୍ଷଣ ପାଇଁ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟ ଅସୁରକ୍ଷିତ ବୋଲି ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ଗାଁର ଆଦିବାସୀ ଝିଅ ରାମେଶ୍ରୀ ହେଲେ ଏନ୍‌ଏସ୍‌ଜି କମାଣ୍ଡୋ।ଓଡିଶାର ମୁଣ୍ଡ ତଳକୁ ହେଲା: ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ସୀମାନ୍ତରେ ଉତ୍ତେଜନାମାଲକାନଗିରିରେ ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା।କାମାକ୍ଷାନଗରରେ ମହିଳାଙ୍କ ରଣହୁଙ୍କାର, ମଦ ଜବତ କରି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ।ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୁତ୍ତ।ରାଉରକେଲା ବେଦବ୍ୟାସର ବିହାରୀ ବ୍ୟବସାୟୀ ଅଜୟ ପାଣ୍ଡେ ୩୬ କୋଟିର ଟିକସ୍‌ ଠକେଇ କରି ଜେଲ ଗଲେ।ପାଠ୍ୟକ୍ରମ ନବୀକରଣ ପାଇଁ ଲାଞ୍ଚ ମାମଲାରେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଲମ୍ବିତ।ଅନୁଗୋଳ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନରେ କୋଟିଏ ୨୩ ଲକ୍ଷ ଟଙ୍କା ହେରଫେର ମାମଲାରେ କର୍ମଚାରୀ ଅଜୟ ନାୟକ ଗିରଫ।ଜଟଣିରେ ଦୁଇ ବିହାରୀ ଗ୍ୟାଙ୍ଗ୍‌ଷ୍ଟର ବନ୍ଧୁକ ବିକିଲା ବେଳେ ଗିରଫ ହେଲେ।ଗଞ୍ଜାମ ପୁରୁଷୋତ୍ତମପୁର ଥାନାର ମହିଳା ଏସ୍‌ଆଇ ଙ୍କ ଝୁଲନ୍ତା ଶବ ତାଙ୍କ ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର। ହତ୍ୟା ଅଭିଯୋଗ।ବୌଦ୍ଧର ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ।କାର୍‌ ଲାଇଟ୍‌ ଗୁପ୍ତ ଚାମ୍ବରରେ ତିନିକିଲୋ ସୁନା କୋଲକାତାରୁ ହାଇଦ୍ରାବାଦ ଗଲାବେଳେ ଓଡ଼ିଶାରେ ଜବତ, ଦୁଇ ଗିରଫ।ଗଞ୍ଜାମ କବିସୂର୍ଯ୍ୟ ନଗରରେ ଷ୍ଟ୍ରିଟଲାଇଟ୍‌ ନ ଲଗାଇ ୭.୨୪ ଲକ୍ଷ ଆତ୍ମସାତ୍: ପୂର୍ବ ପିଇଓ ଓ ଜେଇ ସମେତ ୩ ଗିରଫ।ସୁନ୍ଦରଗଡରେ ଖୋଲାଖୋଲି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ, ଚଢ଼ଉରେ ଶିଥିଳତା ଅଭିଯୋଗ।🇳🇪ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା: ଦିଲ୍ଲୀ କୋର୍ଟ ୧୪ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ।ବିହାରରେ ଗଙ୍ଗା ନଦୀ ଉପରେ ୪୨୮୦ କୋଟି ଟଙ୍କାରେ ୯.୭୬ କିମି ଲମ୍ବା ୬ ଲେନ୍‌ ବିଶିଷ୍ଟ ନୀତିଶ ସେତୁ ଉଦଘାଟିତ।ହରିୟାଣାର ୧୪ ବର୍ଷର ବାଳକ ହ୍ୟାକ କରି ଚୋରି କଲା ୪ ହଜାର ଅଗ୍ନିବୀରଙ୍କ ତଥ୍ୟ।ୟୁପି ମୋରାଦାବାଦରେ ଟ୍ରେନ୍‌ରେ ସିଟ୍‌ ବିବାଦ: ଜିଆର୍‌ପି ପୁଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା, ଭିଡ଼ିଓ ଭାଇରାଲ।ଉତ୍ତରାଖଣ୍ଡର ହରିଦ୍ବାରରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସରଙ୍କୁ ଦେଶୀ ବନ୍ଧୁକରୁ ଗୁଳି କଲା ଡ୍ରାଇଭର।କେରଳମ୍‌ ଡ୍ରଗ୍ସ ମାମଲାରେ ନାଇଜେରିଆ ନାଗରିକ ଓ ପତ୍ନୀ ମହାରାଷ୍ଟ୍ରରେ ଗିରଫ।ସାଟେଲାଇଟ୍ ଇଣ୍ଟରନେଟ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ରିଲାଏନ୍ସ ଜିଓ ଏବଂ ଷ୍ଟାରଲିଙ୍କ୍।କାନାଡା ୱାଲମାର୍ଟ ବାହାରେ ଗୁଳିକାଣ୍ଡରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ।ହର୍ମୁଜ ପ୍ରଣାଳୀରେ ଆମେରିକୀୟ ‘ଏମ୍‌କ୍ୟୁ-୯’ ଡ୍ରୋନ୍ ଖସାଇଲା ଇରାନ।🏏⚽🚴🏾‍♂️ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ମ୍ୟାଚ୍ ଡ୍ର’ ରଖିଲା ଭାରତୀୟ ପୁରୁଷ ହକି ଦଳ।ନ୍ୟୁଜିଲାଣ୍ଡ ୧୨୧ ଓଭରରେ ୩୬୮/୧୦, ଭାରତ ୧୨୫ ଓଭରରେ ୪୮୬/୪କଟକ ହାଇକୋର୍ଟରେ ଓସିଏ ନିର୍ବାଚନ ପ୍ରସଙ୍ଗ: ଡିସେମ୍ବର ୧୭ରେ ଶୁଣାଣି।*ଗତବର୍ଷ ଏଇ ସମୟରେ*ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ବିଶ୍ୱ ଦକ୍ଷତା କେନ୍ଦ୍ର, କହିଥିଲେ ସରକାର।ଭାରତ ସରକାର ମଜୁରୀ ସଂହିତା, ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା ଲାଗୁ କରିଥିଲେ।ଭାରତକୁ ଚାପ ପକାଇ ୯୩ ନିୟୁତ ଡଲାରର ମୂଲ୍ୟର କ୍ଷେପଣାସ୍ତ୍ର ବିକିଥିଲା ଆମେରିକାଭାରତ-ପାକ୍‌ ସଂଘର୍ଷ ଅଟକାଇବାକୁ ମୋଦୀ କଲ୍‌ କରି ଅନୁରୋଧ କରିଥିଲେ ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ==================ଲେବାନନ ଦେଶର ସ୍ୱାଧୀନତା ଦିବସଆଜି ଜନ୍ମଦିନ: ଶହୀଦ ଲକ୍ଷ୍ମଣ ନାୟକ, ମୀରାବେନ, ମୁଲାୟମ ସିଂ ଯାଦବ,ସରୋଜ ଖାନଆଜି ତିରୋଧାନ: ଜନ କେନେଡିଇତିହାସରେ ଆଜି: (୧୯୬୩) ଆମେରିକା ଡ଼ଲାସ ରେ ରାଷ୍ଟ୍ରପତି କେନେଡିଙ୍କୁ ହତ୍ୟା/ (୧୯୬୮) ମାଡ୍ରାସ କୁ ଚେନ୍ନାଇ କରିବା ପ୍ରସ୍ତାବ ଲୋକସଭାରେ ପାରିତ/ (୧୯୯୭) ଭାରତର ଡାଏନା ହେଡେନ ହେଲେ ବିଶ୍ୱ ସୁନ୍ଦରୀ/ (୧୯୮୯) ମଙ୍ଗଳ, ବୃହସ୍ପତି, ଶନି, ଚନ୍ଦ୍ର, ୟୁରେନସ ଓ ନେପଚ୍ୟୁନ ଗୋଟିଏ ଧାଡିରେ ରହିଲେ====================================

You may have missed