ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ବାଲୁକା କଳା ରେ ମାଁ ଗଜଲକ୍ଷ୍ମୀ କଂ ବାଲୁକା ମୁର୍ତ୍ତି ତିଆରି କରି ଉଚ୍ଚ ପ୍ରଶଂସିତ
ବରଗଡ ,
ବରଗଡ ଜିଲ୍ଲା ଭେଡେନ ର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ବାଲୁକା କଳା ରେ ଆସନ୍ତା କାଲି ମାଁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଭେଡେନ ର ଦନ୍ତା ନଦୀ କୂଳରେ ମାଁ ଗଜଲକ୍ଷ୍ମୀ କଂ ମୁର୍ତ୍ତି ତିଆରି କରିଛନ୍ତି। ଏହାକୁ ଦେଖିବାକୁ ଆସି ଜନସାଧାରଣ ଉଚ୍ଚ ପ୍ରଶଂସା କରିଥିଲେ ଓ ବିଭିନ୍ନ ପ୍ରକାରର ପୁରସ୍କାର ପ୍ରଦାନ କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଜନସାଧାରଣ ମାଁ ଗଜଲକ୍ଷ୍ମୀ କଂ ମୁର୍ତ୍ତି ଦେଖି ଉପଭୋଗ କରିଥିଲେ।
