ନାଗମଣୀ ମନ୍ଦିର ପ୍ରଚିଷ୍ଠା ଦିବସରେ ଯୋଗଦେଲେ ସମାଜସେବୀ ଆଶିଷ ସାମଲ
1, କଥା ଦେଇ କଥା ରଖିଲେ ଆଶିଷ ସାମଲ, 2, ନୀ ସ୍ଵାର୍ଥ ସେବା କରି ଗଣ୍ଡକିପୁର୍ ପଞ୍ଚାୟତର ରେ ଉଦାହରଣ ସୃଷ୍ଟି କରିଛନ୍ତି ଆଶିଷ ସାମଲ, 3, ଅପ୍ରତିଦ୍ୱନ୍ଦି ର ନାୟକ ସେ, ଦୁଃଖୀ ରଙ୍କୀଙ୍କ ପୁଅ ସେ ଆଶିଷ ସାମଲ, 4, ନାଗମଣୀ ମନ୍ଦିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ସମାଜସେବୀ ତଥା ଭୂମିହରା କୃଷକ ଏକତା ମଞ୍ଚର ସଭାପତି ଆଶିଷ ସାମଲ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ଗଣ୍ଡକିପୁର ପଂଚାୟତ ର ତରପଡ଼ା ଗ୍ରାମରେ ତାରପଡ଼ା ଯୁବ ଗୋଷ୍ଠୀଙ୍କ ନେତୃତ୍ବରେ ନାଗମଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ତରପଡାର ଯୁବଗୋଷ୍ଠୀ ଓ ମହିଳା ମାନେ ଗଣ୍ଡକିପୁର ପଂଚାୟତର ସମିତି ସଭ୍ୟା ବିଲିନା ସାମଲ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ସମାଜ ସେବୀ ତଥା ଭୂମିହରା କୃଷକ ଏକତା ମଞ୍ଚର ସଭାପତି ଓ ଯୁବ ନେତୃତ୍ଵ ଆଶିଷ ସାମଲ ଙ୍କୁ ତାଙ୍କ ବାସଭବନ ଠାରୁ ବାଜା ବାଣ ଫୁଟାଇ ମନ୍ଦିର ପାଖକୁ ପାଛୋଟି ଆଣିଥିଲେ। ସମିତି ସଭ୍ୟା ବିଲୀନା ସାମଲ ଓ ତାଙ୍କ ପ୍ରତିନିଧି ଆଶିଷ ସାମଲ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ ନାଗମଣୀ ଙ୍କୁ ଦର୍ଶନ କରିବା ସହ ପୂଜାରେ ମଣ୍ଡପ ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ପ୍ରଚିଷ୍ଠ ଉତ୍ସବ ରେ ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ଆସି ନାଗମଣୀ ଙ୍କୁ ଦର୍ଶନ କରିଥିଲେ । ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋଟ ଉପାନ୍ତ ଖବର )

