ନିମାପଡା ରେ ଲଜ୍ୟା ଦଶବର୍ଷ ର ନାବାଳିକା କୁ ଦୁଷ୍କର୍ମ କଲେ ବୃଦ୍ଧ
ପୁରୀ ( ଦେବାଶିଷ ଦାଶ )
ନିମାପଡା ରେ ଲଜ୍ୟା ଦଶ ବର୍ଷ ର ନାବାଳିକା କୁ ଦୁଷ୍କର୍ମ କଲା ଷାଠିଏ ବର୍ଷର ବୃଦ୍ଧ ପୀଡିତା ଙ୍କ ପରିବାର ଅଭିଯୋଗ ଆଧାରରେ ପୋଲିସ ନ୍ୟାୟ ସଂହିତା ଦଫା 65/1,ରେ ଦୁଷ୍କର୍ମ ଓ ପୋସ୍କୋ ଆର୍ଟ ରେ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି ଜାମିନ ନାମଞ୍ଜୁର ପରେ ସମ୍ପୃକ୍ତ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତ କୁ ଯାଇଥିବା ଜଣା ପଡିଛି ଏ କେଉଁ ଉପାନ୍ତ ଅଂଚଳ ଘଟଣା ନୁହେଁ ପୁରୀ ଜିଲ୍ଲା ନିମାପଡା ର ଘଟଣା ଜଣେ ଦଶ ବର୍ଷ ର ନାବାଳିକା ସନ୍ଧ୍ୟା 7 ଟା ସମୟରେ ଗାଁ ଦୋକାନ କୁ ଚକୋଲେଟ ଆଣିବା ପାଇଁ ଯାଇଥିବା ବେଳେ କୁସିକଣା ଗ୍ରାମ ର ଗୁଣି ଓରଫ ବିଘ୍ନେଶ୍ୱର ଦାସ ନାବାଳିକା କୁ ନେଇ ଯାଇ ପରିତ୍ୟକ୍ତ ଗୃହ ରେ ଦୁଷ୍କର୍ମ କରିଥିଲା ନାବାଳିକା ଅତିଷ୍ଟ ହୋଇପଡି ପରିବାର ଆଗରେ ଘଟଣା କହିବା ପରେ ପୀଡିତା ଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ପୋଲିସ ନିମାପଡା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ କୁସିକଣା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରି ପୁରୀ ଜିଲ୍ଲା ସ୍ପେସିଆଲ କୋଟ ରେ ହଜାର କରାଇଛନ୍ତି କୋଟ ସମ୍ପୃକ୍ତ ଅଭିଯୁକ୍ତ ର ଜାମିନ ନାମଞ୍ଜୁର କରିଛନ୍ତି .
