October 10, 2026

ଉମରକୋଟ ଉପ ଖଣ୍ଡ ଚିକିତ୍ସାଳୟ ରେ ଜୟ ହିନ୍ଦ୍ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ଫଳ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ……..

IMG-20261009-WA0065
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଜୟ ହିନ୍ଦ୍ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ଉମରକୋଟ ସୌଜନ୍ୟରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କର ଶୁଭ ଜନ୍ମ ଦିନ ଉପଲକ୍ଷେ ଉମରକୋଟ ,ଉପ ଖଣ୍ଡ ଚିକିତ୍ସାଳୟ ଠାରେ ଅନ୍ତର ବିଭାଗୀୟ ରୋଗୀ ମାନଙ୍କପାଇଁ ଫଳ ବିତରଣ କାର୍ଯ୍ୟ କ୍ରମ କରାଯାଇଥିଲା । ଫଳ ବିତରଣ କାର୍ଯ୍ୟ କ୍ରମରେ ଯୋଗଦାନ୍ କରିଥିଲେ, ସଭାପତି ମନ୍ମଥ ନାଥ ରାୟ,ଉପସଭାପତି ଶିବ ପଦ ମିସ୍ତ୍ରୀ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସେନଗୁପ୍ତ, କୋଷାଧ୍ୟକ୍ଷ ସୁନିଲ କିର୍ତନୀୟା ମୁଖ୍ୟ ଉପଦେଷ୍ଟା ତପନ ପାଲ , ରମେଶ ରାୟ, ଗଣ ପତି ରାୟ, ରେଖା ରାଣୀ ମଣ୍ଡଳ, ନିରୁପମା ବୈଦ୍ୟ, ସୁଶୀଳା ଜୋର୍ଦ୍ଧାର , ରାମ କାନ୍ତ ବାଇନ୍, ଅମଳ ଚନ୍ଦ୍ର ହାଲଦାର୍, ଆକୁମାର ଜୋର୍ଦ୍ଧାର, ନାନୀ ଗୋପାଳ ରଣା, ନୀମାଇ ଦାସ, ସୁବଳ ବିଶ୍ୱାସ, ଖୋକନ ବିଶ୍ୱାସ, ନିର୍ମଳ ବିଶ୍ୱାସ, କିରଣ ବିଶ୍ୱାସ, ରମେନ୍ଦ୍ର ନାଥ ବିଶ୍ୱାସ, ରଞ୍ଜିତ ବିଶ୍ୱାସ, ନିଖିଲ ବିଶ୍ୱାସ, ସୁଧାଂଶୁ ସଦିୟାଲ, ସୁଚନ୍ଦ୍ର ବିଶ୍ୱାସ, ରଞ୍ଜିତ ମଣ୍ଡଳ, ନିମାଇଁ ଦାସ, ଅଭିଳାଷ ମଣ୍ଡଳ ପ୍ରମୁଖ ସଭ୍ୟ/ ସଭ୍ୟା ଫଳ ବିତରଣ କାର୍ଯ୍ୟକ୍ରମ ରେ ଅବସ୍ଥିତ ଥିଲେ ।

You may have missed