June 16, 2026
IMG-20230405-WA0066
Share

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ଓ ରାଇଝୋଳ ପାଣି ପଞ୍ଚାୟତ ଓ ଜଳ ସମ୍ପଦ ବିଭାଗ ମିଳିତ ଆନୁକୂଲ୍ୟରେ କୃଷକମାନେଙ୍କ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାଣି ପଞ୍ଚାୟତର ସଭାପତି ଶଙ୍କର ପାଣିଗ୍ରାହୀଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ

କୃଷି ବିଶେଷଜ୍ଞ ଭୈରବ ନାୟକ କହିଛନ୍ତି ଯେ ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଜଳ ପରିଚାଳନା ଚାଷ ବାଣିଜ୍ୟ ପରିବା ଚାଷ ମଳା ପର୍ଡପର୍ଡିଙ୍ଗ ମାଧ୍ୟମରେ ଚାଷୀର ଆର୍ଥିକ ବ୍ୟବସ୍ଥା ଧାନ ଚାଷ ,ଚାଡା ଜେଇ ବିଶ୍ୱ ବିଜୟୀ ସାହୁ, ସେକ୍ରେଟାରୀ ନିରଞ୍ଜନ ଗୌଡ଼, ଇ. ଅଶୋକ କୁମାର, ଡ଼. ଡେଣ୍ଟିଷ୍ଟ ରଜନୀ କାନ୍ତ ପଣ୍ଡା, ବାବୁଲା ଗୌଡ଼,ବୁଲୁ ସାହୁ, ନରସିଂହ ସାହୁ ,ରମେଶ ପାଣିଗ୍ରାହୀ, ଭାସ୍କର ସାହୁ , ସୁଶାନ୍ତ ସାହୁଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed