ନୁତନ ଵର୍ଷ ଅବସରରେ ଗଜପତି ଜିଲ୍ଲା ଵିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାଶ ଏବଂ



ନୁତନ ଵର୍ଷ ଅବସରରେ ଗଜପତି ଜିଲ୍ଲା ଵିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାଶ ଏବଂ 11ନଂ ଜୁର୍ନ ଜିଲାପରିଷଦ ଙ୍କ ସ୍ୟାମି ଶ୍ରୀଯୁକ୍ତ ସୋରଜ ଦଳବେହେରା ଏବଂ ସରପଞ୍ଚ,ସମିତୀ ସଭ୍ୟ, ବିଜୁ ଜନତା ଦଳ ର କର୍ମୀ ସମସ୍ତେ ଗଜପତି ଜିଲ୍ଲା ର ଆର. ଉଦେଇଗିରି ବ୍ଲକ ର ବିଭିନ୍ନ ପଂଚାୟତ ରେ ଚର୍ଚ୍ଚ ମଣ୍ଡଳୀ ସମାଜ ମନ୍ଦିର ପରିଦର୍ଶନ କରି ଲୋକ ଙ୍କ ସହିତ ସାକ୍ଷାତ କରି ଥିଲେ | ମାନ୍ୟବର ଆଦର୍ଶର ପ୍ରିୟ ମୁଖ୍ୟମନ୍ତ୍ରୀ, ଆମ ଓଡିଶା ନଵୀନ ଓଡିଶା ର ଅଧକ୍ଷ ଶ୍ରୀ ଯୁକ୍ତ ଭି. କେ ପାଣ୍ଡଆନ ଙ୍କ ନେତୃତ୍ୱ ରେ ଚର୍ଚ୍ଚ ମନ୍ଦିର କୁ ଦେଇଥିବା ଅନୁଦାନ ଗୁଡିକ କାମ ତ୍ୱରା଼ନୀତ କରିବା ପାଇଁ ଜିଲ୍ଲା ସଭାପତି ଭାଷଣ ମାଧ୍ୟାମ ରେ ଲୋକ ମାନଙ୍କୁ ବୁଝେଇ ଥିଲେ | ନୁଆଁ ଓଡିଶା ଯୁବ ଓଡିଶା, ନବୀନ ଓଡ଼ିଶା ରେ ସମସ୍ତେ ଯୋଡିହୋଇ ନୂତନ ବର୍ଷ ରେ ବିକାଶ ଧାରା କୁ ଗଜପତି ଆର. ଉଦେଇଗିରି ବ୍ଲକ ର ସମସ୍ତେ ଜନସାଧାରଣ ମିଳିମିଶି ଗ୍ରାମ ଗୁଡିକ ର ବିକାଶ କରିବା, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ସାକାର କରିବା ଆମର ଲକ୍ଷ୍ୟ |
ଜଗବନ୍ଧୁ ଦାଶ
(ଜିଲ୍ଲା ବିଜୁ ଜନତା ଦଳ ସଭାପତି )
ଗଜପତି
