ବେଗୁନିଆ ବ୍ଳକ ସ୍ତରୀୟ ଯୁବ ସମ୍ମିଳନି ବେଟି ବଞ୍ଚାଓ ବେଟି ପଢ଼ାଓ ଯୋଜନା
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କ’ର)ବେଗୁନିଆ ମହାବିଦ୍ୟାଳୟରେ ସମନ୍ଵିତ ଶିଶୁ ବିକାଶ ପ୍ରକ୍ଳପ ଦ୍ଵାରା ଆୟୋଜିତ ବ୍ଲକସ୍ତରିୟ ଯୁବ ସମ୍ମିଳନିରେ ବେଟି ବଞ୍ଚାଓ ବେଟି ପଢ଼ାଓ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଅଛି ଏଥିରେ ବେଗୁନିଆ ଶିଶୁ ବିକାଶ ଅଧିକାରି ବିନୋଦିନି ପଣ୍ଡା ପୌରହିତ୍ଵରେ ଅନୁଷ୍ଠିତ ହୋଇଥିଲା ବେଗୁନିଆ ମହା ବିଦ୍ୟାଳୟର ଅଧ୍ୟାପକମାନଙ୍କ ଉଦ୍ୟମରେ ଚିତ୍ରାଙ୍କନ, ବ୍ୟକ୍ତ୍ବତା,କୁଇଜ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ପ୍ରତିଯୋଗିତା କରାଯାଇ ସେଥିରେ ପ୍ରଥମ, ଦୀତିୟ, ତୃତିୟ ହୋଇଥିବା ପ୍ରତିଯୋଗି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେଶାନ୍ତି ଶୃଙ୍ଖଳାର ସହିତ ଯୁବସମ୍ମିଳନି ଶେଷ ହୋଇଥି ବାରୁ ସମସ୍ତଙ୍କୁ ଶିଶୁ ବିକାଶ ଅଧିକାରି ଧନ୍ୟବାଦ ଦେଇଛନ୍ତି
