ରେଟାମୁଣ୍ଡା ଆମ୍ବେଦକର ଯୁବ ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
ବରପାଲି : ୩/୧୦( ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁ ଗ୍ରାମପଞ୍ଚାୟତ ର ଆଦର୍ଶ ଗ୍ରାମ ରେଟାମୁଣ୍ଡା ଆମ୍ବେଦକର ଯୁବ ସଂଗଠନ ଦ୍ୱାରା ପାଳିତ ହୋଇଯାଇଅଛି l ହେଲା ଜାତିର ପିତା ମହାତ୍ମାଗାନ୍ଧୀ ଜୟନ୍ତୀ ଉତ୍ସବରେ ସ୍ଵଛ ଭାରତ ଅଭିଯାନ ଏହି ଉତ୍ସବରେ ସଂଗଠନ ର ବରିଷ୍ଠ କର୍ମ କର୍ତା ପୂଜ୍ୟନୀୟ କିଶୋର ତାଣ୍ଡି, ଜନ୍ମ ଶିକା, ଚନ୍ଦ୍ରମଣି ତାଣ୍ଡି, ମଧୁ ଶିକା, ଦୀପକ ସକ୍ସେନା, ହିତ ଶିକା, ପରୀକ୍ଷିତ ଶିକା, ପଉଲ୍ଲାସ୍ତି ଶିକା, କୃଷ୍ଣ କୁମ୍ଭାର, କନିଷ୍ଠ ଉପଦେଷ୍ଟା, ଗୌରାଙ୍ଗ ଶିକା, ମନୋଜ ଶିକା ଏବଂ ସଂଗଠନ ର ସଭାପତି ପ୍ରଭାକର ଶିକା, ସମ୍ପାଦକ ଦେବରାଜବାଗ , କୋଷାଧକ୍ଷ ସୁଧୀର ଶିକା, ଉପ ସଭାପତି ବୈଲୋଚନ ଶିକା, ସହ ସମ୍ପାଦକ ସୁଦାମ ଶିକା, ସହ ସମ୍ପାଦକ ସନ୍ତୋଷ ଶିକା ଏବଂ ସମସ୍ତ ପଦାଧିକାରୀ ଓ କର୍ମ କର୍ତା ଗଣ ଅଭିଯାନ ରେ ଭାଗ ନେଇ ଗ୍ରାମର ଚାରିପଟେ ସଫା ସୁତୁରା କରିଥିଲେ ଏବଂ ଗଛ ଲଗାଇଥିଲେ ଏହି ଗଛ ଲଗାଇବାରେ ପ୍ରମୁଖ ଭୂମିକା ଗୋଟିଏ ପରିବାରର 3 ଜଣ ପୁଅ ସ୍ୱାମୀ ସ୍ତ୍ରୀ ଯଥା ଶ୍ରୀଯୁକ୍ତ ସଂଜୀବ ଶିକା ତାଙ୍କ ସ୍ତ୍ରୀ ପିଙ୍କି ଶିକା ଓ ତାଙ୍କ ପୁଅ ଗ୍ରହଣ କରିଥଲେ. ସଭାପତି କହିବା ଅନୁଯାଇ ସବୁବେଳେ ଏଭଳି କାର୍ଯ୍ୟ କ୍ରମ କରିଥାଏ ବୋଲି କହିଥିଲେ l
