October 2, 2026
ajiro khabar
Share

*ଦଶହରାରେ ବର୍ଷା ସମ୍ଭାବନା,୧୩ରେ ଲଘୁଚାପ,୧୫କୁ ଅବପାତ ସମ୍ଭାବନା* ।

 

୨-କନିଷ୍ଠ ଶିକ୍ଷକଙ୍କ ପାଇଁ ବଡ଼ ଖବର; ନିୟମିତ ହେଲେ ୨୦୨୩-୨୪ରେ ନିଯୁକ୍ତ ଶିକ୍ଷକ।

 

୩-ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ବଦଳିବ ନବମ ଶ୍ରେଣୀର ପାଠ୍ୟପୁସ୍ତକ।

 

୪-ପୁରୀ:ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା ଆୟୋଜନ।

 

୫-ଓମଫେଡ୍ କ୍ଷୀର ଦୁଇ ଟଙ୍କା ବଢ଼ିଲା, ଅକ୍ଟୋବର ୪ରୁ ଲାଗୁ ହେବ ନୂଆ ଦର।

 

୬-ମାସ ଆରମ୍ଭରୁ ମହଙ୍ଗା ମାଡ଼, ବାଣିଜ୍ୟିକ ସିଲିଣ୍ଡର ୭୧.୫୦ଟଙ୍କା ବୃଦ୍ଧି।

 

୭-ଭୁବନେଶ୍ୱର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ICAR-CIFRI ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ CBI ରେଡ୍।

 

୮-ନୂଆପଲ୍ଲୀ,ଗଡସାହି:ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର, ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତନାଘନା ଜାରି।

 

୯-ମହାନଦୀ ବିବାଦର ସମାଧାନ ପାଇଁ ବଢ଼ିଲା ଆଶା, CWC ନିଷ୍ପତ୍ତିକୁ ମାନିବ ଛତିଶଗଡ଼।

 

୧୦-ଓଏମସି-ବେଦାନ୍ତ ବକ୍ସାଇଟ୍ ବିବାଦ: ବେଦାନ୍ତର ଆବେଦନ ଖାରଜ କଲେ ହାଇକୋର୍ଟ, କାଏମ ରହିଲା ୨୦୧୫ର ବାତିଲ ନିଷ୍ପତ୍ତି।

 

୧୧-ନବରଙ୍ଗପୁରରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରେ ଦୁଇ ମୃତଦେହ ଠାବ।

 

୧୨-ଏସୀୟ କ୍ରୀଡ଼ା : ଫାଇନାଲରେ ଭାରତ-ପାକିସ୍ତାନ, ଆସନ୍ତା କାଲି ହେବେ ମୁହାଁମୁହିଁ।

 

୧୩-ଏସୀୟ କ୍ରିଡ଼ା, ହକି:୩-୩ ପରେ ଭାରତର ବାଜିମାତ୍, ଶେଷ ୪୫ ସେକେଣ୍ଡରେ ପଲଟିଗଲା ମ୍ୟାଚ୍।ଭାରତ ୪-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କଲା।

 

୧୪-CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଆଜିଠୁ CJP ଓ ‘ଇଣ୍ଡି’ ମେଣ୍ଟର ବିକ୍ଷୋଭ ଆରମ୍ଭ।

 

୧୫-ଅପରାଧିକ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ; ନୈତିକତା ନୁହେଁ; ଆଇନ ଓ ତଥ୍ୟ ଆଧାରରେ ରାୟ ଦିଅନ୍ତୁ ବିଚାରପତି।

 

୧୬-୨୦୨୭ ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷଣା କଲା ICC, ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ମ୍ୟାଚ୍।

 

୧୭-ମହାରାଷ୍ଟ୍ର: ଦିଭେଆଗର ବେଳାଭୂମିରେ ବଡ଼ ଅଘଟଣ, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ୍ୟୁ।

 

୧୮-ସ୍ମିତ ମଚ୍ଛାରଙ୍କ ସାହସିକତାକୁ ପ୍ରଶଂସା କଲେ ମୋଦୀ ଏବଂ ନେତାନ୍ୟାହୁ, ମଚ୍ଛାରଙ୍କ ପାଇଁ ଭାରତ ଗର୍ବିତ।

 

୧୯-ଆମେରିକା ସେନାରେ ବଡ଼ ଧରଣର ଅଦଳବଦଳ, ପେଣ୍ଟାଗନରୁ ୨୦% ଜେନେରାଲ ଓ ଆଡମିରାଲଙ୍କ ଛୁଟି।

 

୨୦-ଆଇସିସି ନିୟମରେ ବଡ଼ ପରିବର୍ତ୍ତନ,ବିଳମ୍ବ ବ୍ୟାଟିଂ କଲେ ବିପକ୍ଷ ଟିମକୁ ମିଳିବ ୫ ରନ୍।

 

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🌹