September 20, 2026
ajiro khabar
Share

 

 

୧-ଭୁବନେଶ୍ୱର:ଭୁଲ୍ କଲେ ପ୍ରଶାସନିକ ଅଧିକାରୀ, ଦଣ୍ଡ ପାଇଲେ କୋମଳମତି ଛାତ୍ର ଛାତ୍ରୀ। ବିଲ୍ ଭରିଲେ ନାହିଁ, ବିଦ୍ୟୁତ୍ କଟିଲା ସ୍କୁଲରୁ।କଟକରୁ ଗଞ୍ଜାମ ଓ ଯାଜପୁରରୁ ପୁରୀ ସବୁଠି ସମସ୍ୟା।

 

୨-ଭୁବନେଶ୍ୱର:ପାର୍ବଣ ପୂର୍ବରୁ ସାବାଡ୍ ହେବେ ଅପରାଧୀ, ଆସନ୍ତା କାଲି ଠାରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ ଆରମ୍ଭ ହେବ।

 

୩-ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା:୨୦ରୁ ପୁରୀ ଆସିବେ ୧୩ ଜିଲାର ଶ୍ରଦ୍ଧାଳୁ।

 

୪-ଭୁବନେଶ୍ୱର: ପ୍ରକାଶ ପାଉ ନାହିଁ ଚୂଡାନ୍ତ ବନ୍ୟା କ୍ଷୟକ୍ଷତି ରିପୋର୍ଟ, ସହାୟତାକୁ ଚାହିଁ ବସିଛନ୍ତି ବିପନ୍ନ।

 

୫-ଆରମ୍ଭ ହେଲାଣି ମୌସୁମୀର ଲେଉଟାଣି , ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ପୂର୍ଣ୍ଣ ବିଦାୟ ନେଇଯିବ।

 

୬-ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ; ୨୨ରୁ ବଢ଼ିବ ବର୍ଷା, ୨୩-୨୪ରେ ଅରେଞ୍ଜ ଆଲର୍ଟ ଜାରି।

 

୭-ଫୁଲବାଣୀ:ନକଲି MVI ଗିରଫ,୨ କାର ଓ ୟୁନିଫର୍ମ ଜବତ। ସରକାରୀ ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଠକେଇ।

 

୮-ଓଡ଼ିଶା ଟି-୨୦ ଲିଗ୍ ୨୦୨୬: ପ୍ରଭଞ୍ଜନ ମଲ୍ଲିକ ଓ ଦୀପକ ମଙ୍ଗରାଜଙ୍କ ଅଭିଜ୍ଞ ମାର୍ଗଦର୍ଶନରେ ମଇଦାନକୁ ଓହ୍ଲାଇବ କଟକ ପାନ୍ଥର୍ସ।

 

୯-ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ଆଶଙ୍କା; ୨୨ ସୁଦ୍ଧା ଡିପ୍ରେସନ୍ ହେବାର ସମ୍ଭାବନା, ନଜରରେ ଓଡ଼ିଶା ଉପକୂଳ।

 

୧୦-ରାୟଗଡ଼ା ଜିଲ୍ଲାର ରବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ :ହଷ୍ଟେଲରେ ଜଣ୍ଡିସ୍ ଆତଙ୍କ, ଭୟରେ ହଷ୍ଟେଲ ଛାଡ଼ିଲେ ୬୦ ଜଣ ଛାତ୍ରୀ।

 

୧୧-ଜୟପୁର:ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ, ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ।

 

୧୨-ଦୋକାନରେ ଝୁଲିଲା ନୋଟିସ୍ ; ୟୁପିଆଇକୁ ନା; ଅନଲାଇନ୍ ନୁହେଁ, ନଗଦ ଟଙ୍କା ଦିଅ।

 

୧୩-ନିଳଗିରି:ଓଲଟିଲା ଟୁରିଷ୍ଟ ବସ୍,୩୦ରୁ ଅଧିକ ଯାତ୍ରୀ ଗୁରୁତର।

 

୧୪-କେନ୍ଦୁଝର:ଚମ୍ପୁଆ ରେଞରେ ୨୫ ଟିକିଆ ହାତୀପଲର ଆତଙ୍କ; ଘର ଭାଙ୍ଗିଲେ, ବିଲରେ ପସି ଧାନ ଫସଲ ଉଜାଡ଼ିଦେଲେ।

 

୧୫-ମହିଳା କ୍ରିକେଟ: ଭାରତ -ବାଂଲାଦେଶ ସେମିଫାଇନାଲ ଆଜି।

 

୧୬-ତିରୁପତି ଲଡୁ ତିଆରିରେ ନକଲି ଘିଅ ବ୍ୟବହାର, ସୁକୃତି ଫୁଡ୍ସ ପ୍ରମୋଟରଙ୍କୁ ଗିରଫ କଲା ED।

 

୧୭-ମଧ୍ୟପ୍ରଦେଶ ଦୁର୍ଘଟଣା: ମୃତ ଓଡ଼ିଆଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ।

 

୧୮-ଜଳେଶ୍ୱର : ଆରପିଏଫର ଅପରେସନ ସତର୍କ । ଖଡ଼ଗପୁର ରେଲୱେ ଷ୍ଟେସନରେ ବ୍ୟାଗରୁ ୬୦ ଲକ୍ଷ ୫୫ ହଜାର ଟଙ୍କା ଜବତ । ଆନ୍ଧ୍ରର ଚୁକ୍କା କିଶୋର କୁମାର ଅଟକ ।

 

୧୯-ଜାପାନ, ଆଇଚି-ନାଗୋୟା:ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ତ୍ରିରଙ୍ଗା ଧରିଲେ ମନୁ ଓ ପବନ ସେହରାୱତ।

 

୨୦-ନୂଆଦିଲ୍ଲୀ:DUSU ନିର୍ବାଚନରେ ABVPର ୪ଟି ପଦବୀରୁ ୩ଟିରେ ବିଜୟୀ।

 

୨୧-ଦୀପିକା-ରଣବୀରଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୁସି ଖବର ଦେଲେ ଦୀପବୀର୍‌।

 

୨୨-ନେପାଳ ବନ୍ୟା ପରେ ବଢ଼ିଲା ବିପଦ, ଉତ୍ତରାଖଣ୍ଡରେ ତରଳୁଛି ୨୩ଟି ପ୍ରମୁଖ ଗ୍ଲେସିୟର।