ଧର୍ମ ପାରାୟଣ ମହିଳାଙ୍କ ପରଲୋକ
ବଅଁରପାଳ, ୧୮/୬ ବଅଁରପାଳ ବ୍ଲକ ବୁଢାପଙ୍କ ଗ୍ରାମର ସ୍ଵର୍ଗତ ପଞ୍ଚୁ ମାଝୀ ଝିଅ କୁନି ରାଣୀ ଗଡ଼ନାୟକ ( ୫୫) ଙ୍କର ଦେହାନ୍ତ ଘଟିଛି ସୂଚନା ଯେ କୁନି ରାଣୀ
ଏନ୍ତୁଲିଆ ଗ୍ରାମର ବିପିନ ଗଡ଼ନାୟକ (୬୫) ଙ୍କୁ ବିବାହ କରିଥିଲେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ ତାଙ୍କୁ ଭୁବନେଶ୍ବର ଏମ୍ସ୍ ହସ୍ପିଟାଲ ଚିକିସ୍ଥା ଚାଲିଥିଲା ଚିକିସ୍ଥା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ଘଟିଛି ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପାଖରେ ଥିଲେ, ସ୍ଵାମୀ ତିନି ପୁଅ ଦୁଇ ବହୁ ଦୁଇ ଭଉଣୀ ତିନି ଭାଇ, ଜଇଁ ପୁତୁରା ଝିଆରୀ ବନ୍ଧୁ ବାନ୍ଧବ ମଧ୍ଯ ଉପସ୍ଥିତ ଥିଲେ ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
