June 16, 2026

ବାରାହ ଫାସରେ ଜଣେ ମୃତ, ଥାନାରେ ଅଭିଯୋଗ

hand
Share

 

ବୁଗୁଡ଼ା ୨୭/୦୪/୨୪ ଗତ ବିଳମ୍ବିତ ରାତିରେ ବାରାହ ଫାସରେ ଜଣେ ମୃତ ହୋଇଥିବା ଜଣାପଡିଛି।ମୃତକ ଜଣଙ୍କ ତାଳସାକର ଗ୍ରାମର ଖଦାଳ ନାୟକଙ୍କ ପୁତ୍ର ଅରୁଣ ନାୟକ ବୋଲି ଜଣାପଡିଛି।ସେ କାଲି ରାତିରେ ନିଜ ଜମିରେ ଚଣା କରିଥିବା ବେଳେ ସେଥିରେ ସେ ପାଣି ମଡେଇବା ପାଇଁ ଯାଇଥିଲେ। ବିଳମ୍ବିତ ହେବାରୁ ଘର ଲୋକେ ବାରମ୍ବାର ଅରୁଣକୁ ଫୋନ କରିଥିଲେ।ସେ ଫୋନ୍ ନଉଠେଇବାରୁ ଏହା ପରେ ଘର ଲୋକେ ତାଙ୍କୁ ଖୋଜିବା ପାଇଁ ବିଲକୁ ଯାଇଥିଲେ। ବିଲ ହୁଡ଼ାରେ ପଡ଼ିଥିବା ବାରାହ ଫାସରେ ଲାଗି ଥିବା ବେଳେ ସେଠାରେ ତାଙ୍କର ଜୀବନ ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ ଅରୁଣଙ୍କ ମୃତ ଶରୀରର ପଡ଼ି ରହିଛି।ପୋଲିସ ପହଞ୍ଚି ତଦନ୍ତ କରୁଛି

You may have missed