June 16, 2026

ପୂର୍ବତନ ବିଧାୟକ ଙ୍କ ମାତୃ ବିୟୋଗ,

bu8
Share

ଛତ୍ରପୁର – ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଙ୍କ ମାତା ହରପ୍ରିୟା ଚୌଧୁରୀ ଙ୍କ (୯୪) ବର୍ଷରେ ନିଜ ବାସଭବନରେ ଆଜି ମଧ୍ୟାହ୍ନ ରେ ପରଲୋକ ଘଟିଛି, ସ୍ବାମୀ ସ୍ବର୍ଗତପୂର୍ବତନ ଶିକ୍ଷାଧିକାରୀ ତ୍ରିନାଥ ଚୌଧୁରୀ ଙ୍କ ଗାନ୍ଧୀ ବାଦି ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ, ସେ ଛତ୍ରପୁର କୋ- ଅପରେଟି ଭ ଓ ବ୍ରହ୍ମପୁର କେନ୍ଦ୍ରୀୟସମବାୟ ବ୍ୟାଙ୍କ ର ନି ର୍ଦେଶକା ଥିଲେ , ସେ ଜଣେ ପରୋ ପକା ରୀ ଓ ଧର୍ମପରାୟଣ ମହିଳା ଥିଲେ, ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ଅଶୋକ, ଅଶ୍ଵିନୀ ଓ ଅମିୟ ତଥା ପୁତ୍ର ବଧୂ କଲ୍ୟାଣୀ, ସୁଚିତ୍ରା ଓ ନାତି, ନାତୁଣୀ ଉପସ୍ଥିତ ଥିଲେ, ସହରର ବହୁ ବିଶିଷ୍ଠବ୍ୟକ୍ତି ଓ ଜନସାଧାରଣ ଶେଷ ଦର୍ଶନ କରିଥିଲେ, ପୁରୀ ସ୍ବର୍ଗ ଦ୍ଵାରରେ ଅନ୍ତିଷ୍ଠ କ୍ରିୟା ହୋଇଥିବା ଜଣାଯାଇଛି,(ଅରୁଣ କୁମାର ପଣ୍ଡା )

You may have missed