November 10, 2026

ଉମରକୋଟ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ, ସ୍ଥାନୀୟ ‘ଅତିରିକ୍ତ ଜିଲ୍ଲା ଜଜ କୋର୍ଟ” ପରିସର ରେ, “ଜାତୀୟ ଆଇନ ସେବା ଦିବସ” ପାଳନ………

IMG-20261110-WA0043
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲାଜଜ ସୁଶ୍ରୀ ସୁନିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଓକିଲ ସଙ୍ଘ ର ଆୟୋଜିତ ସଭାରେ ଯୋଗଦେଇ, ଆଇନ ସଚେତନତା, ଭାରତୀୟ ସମ୍ବିଧାନ ଅନ୍ତଃର୍ଗତ ମୌଳିକ ଅଧିକାର, କର୍ତ୍ତ୍ୟବ୍ୟ ସମେତ ଵିଭିନ୍ନ ଆଇନ ସେବା ବିଷୟ ରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉମରକୋଟ ଓକିଲ ସଙ୍ଘ ର ସମ୍ପାଦକ କୃଷ୍ଣ ନନ୍ଦ, ସଭ୍ୟ ଶ୍ରୀ ହରିହର ଶତପଥି, ଉଗ୍ରସେନ ପାତ୍ର, ଗୋପୀନାଥ ସାହୁ, ମନୋଜ ମହାପାତ୍ର, କୃଷ୍ଣ ପ୍ରସାଦ ପଟ୍ଟନାୟକ, ଭାବନା ତ୍ରିପାଠୀ, ଶିବ ଶଙ୍କର ପତି, ନିବେଦିତା ହାଲଦାର, ଯୋଗେନ୍ଦ୍ର ମାଝୀ, ସନ୍ତୋଷ ସାହୁ, ରାଜେନ୍ଦ୍ର ସାହୁ, ସୁମନ ସାମଲ ଏବଂ ଅଦାଲତ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।*

You may have missed