November 27, 2026

ସୋରଡ଼ା ସହର ର 92 ଜଣ ବୟୋଜ୍ୟେଷ୍ଠ ମା ଓ ବାପା ଙ୍କୁ ବାର୍ଦ୍ଧକ୍ୟଭତା ବଣ୍ଟନ କରାଗଲା..

IMG-20261121-WA0069
Share

ସୋରଡ଼ା (ସଞ୍ଜୟ କୁମାର ସେଠି )ଆଜି ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମାନନୀୟ ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ନଗର ପାଳ ଶ୍ରୀ ଶିବ ଶଙ୍କର ପଣ୍ଡା exuciet oficer ଶ୍ରୀ ଉମେଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତକର୍ମଚାରି ଏବଂ କାଉନସିଲର ଙ୍କ ଉପସ୍ଥିତି ରେ ସୋରଡ଼ା ସହର ର 92 ଜଣ ବୟୋଜ୍ୟେଷ୍ଠ ମା ଓ ବାପା ଙ୍କୁ ବାର୍ଦ୍ଧକ୍ୟଭତା ବଣ୍ଟନ କରାଗଲା. ଏହି ଜନହିତକାରୀ କାଯ୍ୟକ୍ରମ ରେ ସ୍ଥାନୀୟବିଧାୟକ ନିଜ ଅଭିଭାଷଣ ରେ କହିଥିଲେ କି ଓଡି଼ଶା ରେ ଥିବା ଲୋକଙ୍କ ସରକାର ମୋହନ ସରକାର ଗତ 10.11.26 ରେ ବାଲେଶ୍ୱର ଠାରେ 5.41.000 ପାଞ୍ଚ ଲକ୍ଷ୍ୟ ଏକାଚାଳିଶି ହଜାର ଲୋକଙ୍କୁ ଏକା ଥରେ ଭତା ଦେବା ପାଇଁ ଘୋଷଣା କରିଥିଲେ. ଯାହା ଜନ ହିତ ରେ ଜାରି. ଏହି ଲୋକଆଭିମୁଖୀ ଯୋଜନା ପାଇଁ ଓଡିଶା ସରକାର ଙ୍କୁ ଧନ୍ୟବାଦ.