November 28, 2026

ବାତ୍ୟା କୁ ଦୃଷ୍ଟି ରେ ରଖି ବ୍ରାହ୍ମଣଦେବୀ ଗ୍ରାମର ଲୋକଙ୍କୁ ସୁରକ୍ଷିତ ରଖାଯାଇଛି

IMG-20261121-WA0044
Share

ସୋରଡ଼ା (ସଞ୍ଜୟ କୁମାର ସେଠି )ଅକବନ ବାତ୍ୟା କୁ ଆଖି ଆଗରେ ରଖି ନୂଆଗଡ ପଚାୟତ ର ବ୍ରାହ୍ମଣ ଦେବି ଗ୍ରାମରେ ସୋରଡ଼ା ବ୍ଲକ ପ୍ରଶାସନ ତରଫରୁ 300ଲୋକଙ୍କୁ.ସୁରକ୍ଷିତ କରାଯାଇ ଅଛି ବ୍ରାହ୍ମଣ ଦେବି ଗ୍ରାମର କୋଠ ଘରେ ରନ୍ଧା ଖାଦ୍ୟର ଵେବସ୍ତା କରାଯାଇ ଅଛି ପ୍ରଦୀପ ବିଶୋଇ ଦାହିତ୍ୟ ତୁଲାଇଛନ୍ତି ଜୟ ଜଗନ୍ନାଥ