June 13, 2026

କୋରାପୁଟ ଦଶମନ୍ତପୁର ଥାନା ଅନ୍ତର୍ଗତ କଳିଆମ୍ବ ଗାଁ ଠାରୁ ଡେଙ୍ଗାଗୁଡା ଗ୍ରାମ ଦେଇ ଯାଉଥିବା ଏକ ବୁଲାଣୀ ଘାଟି ରାସ୍ତା ଉପରୁ

IMG-20250420-WA0016
Share

କୋରାପୁଟ ଦଶମନ୍ତପୁର ଥାନା ଅନ୍ତର୍ଗତ କଳିଆମ୍ବ ଗାଁ ଠାରୁ ଡେଙ୍ଗାଗୁଡା ଗ୍ରାମ ଦେଇ ଯାଉଥିବା ଏକ ବୁଲାଣୀ ଘାଟି ରାସ୍ତା ଉପରୁ ଏକ ଅଜଣା ବ୍ୟକ୍ତି ମୋଟର ସାଇକେଲ ସହିତ ତଳକୁ ଖସି ଯାଇ ମୃତ୍ୟୁ ବରଣ କରିଛନ୍ତି। ଲୋକମାନେ ଏହି ଦୃଶ୍ୟ ଦେଖି ଦଶମନ୍ତପୁର ପୋଲିସ କୂ ଫୋନ ମଧ୍ୟମ ରେ ଖବର ଦେଇଥିଲେ। ଦଶମନ୍ତପୁର ଆଇ.ଆଇ.ସି. ଖବର ପାଇ ଘଟଣା ସ୍ଥଳକୁ ଯାଇ ଘଟଣା ର ଛନ୍ ଭିନ କରୁଥିବାର ଦେଖିବାକୁ ମିଳିଛି