September 19, 2026

Day: September 18, 2026

ବକେୟା ବିଦ୍ୟୁତ ବିଲ ପାଇଁ ବିଇଓ କାର୍ଯ୍ୟାଳୟ ସମେତ ୭ ହାଇସ୍କୁଲର ବିଦ୍ୟୁତ ସଂଯୋଗ ବିଛିନ୍ନ ଅଫିସ କାମରେ ବାଧା, ପ୍ରବଳ ଗୁଳୁଗୁଳିରେ ଛାତ୍ରଛାତ୍ରୀ ହୀନସ୍ଥା

  ହାଟଡିହି ତା ୧୮/୯(ମନମୋହନ ନାୟକ) : ବକେୟା ବିଦ୍ୟୁତ ବିଲ ପୈଠ ହୋଇନଥିବାରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମେତ ବ୍ଲକର ୭ଟି...

ନାଲକୋ ପଲ୍ଲୀଶ୍ରୀ ମେଳା ଉଦ୍‌ଘାଟିତ: ଗ୍ରାମୀଣ କାରିଗରଙ୍କ ଉତ୍ପାଦକୁ ମିଳିବ ବଜାର

  ଅନୁଗୋଳ: ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳର ନାଲକୋ ପଲ୍ଲୀଶ୍ରୀ ମେଳା ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା। ଅନୁଗୋଳ ଜିଲ୍ଲା ପ୍ରଶାସନ ଓ...

ମଧ୍ୟସ୍ଥତାରେ ମାମଲା ସମାଧାନ ପାଇଁ ଦେଶବ୍ୟାପୀ ଅଭିଯାନ ସମ୍ବଲପୁରରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଶିବିର; ବିଚାରାଧୀନ ମାମଲାର ସରଳ ଓ ଦେୟମୁକ୍ତ ସମାଧାନର ସୁଯୋଗ

    ସମ୍ବଲପୁର, ୧୮/୯ : ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ସରଳ, ସହଜ ଓ ପାରସ୍ପରିକ ସମ୍ମତିଭିତ୍ତିକ ସମାଧାନ ପାଇଁ ସମଗ୍ର ଦେଶରେ...

ଦକ୍ଷତାରୁ ସ୍ୱାବଲମ୍ବନ ଆଡ଼କୁ ୧୦୦ ମହିଳାଙ୍କ ନୂଆ ଯାତ୍ରା ପ୍ରଶିକ୍ଷଣ ପରେ ପ୍ରମାଣପତ୍ର ସହ ସିଲେଇ ମେସିନ୍ ବଣ୍ଟନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମହିଳା ସଶକ୍ତିକରଣର ବାର୍ତ୍ତା

    ସମ୍ବଲପୁର, ୧୭।୯ : ଦକ୍ଷତା ହାସଲ କରି ନିଜ ଗୋଡ଼ରେ ଠିଆ ହେବାର ସ୍ୱପ୍ନ ଦେଖୁଥିବା ୧୦୦ ଜଣ ମହିଳାଙ୍କ ପାଇଁ ସମ୍ବଲପୁରରେ ଆରମ୍ଭ...

ଗଜପତି:- ପୂର୍ବତନ ପାରଳା ବିଧାୟକ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ୧୭ତମ ଶ୍ରାଦ୍ଧଦିବସ: :  କଂଗ୍ରେସ କାର୍ଯ୍ୟାଳୟ ଶ୍ରଦ୍ଧାଞ୍ଜଳୀ ।

  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ପୂର୍ବାହ୍ନ ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା...

ତେଲେଙ୍ଗାନାରେ ଫସିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ, ଖସି ଆସିଲେ ୨ ଜଣ ..

    ମୋହନା--ତେଲେଙ୍ଗାନାରେ ଫସିଛନ୍ତି ୯ ଜଣ ଓଡ଼ିଆ ଦାଦନ ଶ୍ରମିକ। ମଜୁରୀ ନ ମିଳିବା ସହ ଗତ ୫ ଦିନ ହେଲା ଖାଇବାକୁ ରାସନ ନାହିଁ...

ଜାଂଗେଡ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀକଂ ସହ ଆଲୋଚନା କଲେ ବିଧାୟକ

  ଆଜି ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମକୁ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ...

ନୂଆଁଖାଇ ଭେଟଘାଟ:ଭାଇଚାରାର ସମ୍ପର୍କରେ ଦୁଲୁକିଲା ଗାଁ ଦଣ୍ଡ

  ସମ୍ବଲପୁର/ରେଙ୍ଗାଲି-୧୮/୦୯: ନୂଆଁ ଧାନରେ ମାଟିର ମହକ, ନବାନ୍ନରେ ଚାଷୀର ଆନନ୍ଦ ଓ ଭେଟଘାଟରେ ଆତ୍ମୀୟତା ଏହି ତିନିଟିର ସମନ୍ୱୟ ହିଁ ପଶ୍ଚିମ ଓଡ଼ିଶାର ନୂଆଁଖାଇ। ଏହା...

କାଶୀନଗର NACରେ ସାଧାରଣ ବୈଠକ: ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ବକ୍ସ ଓ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଦାବି

କାଶୀନଗର, ଗଜପତି: କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ପରିଷଦ ସଭାଗୃହରେ ଏକ ସାଧାରଣ ବୈଠକ ଓ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। NAC...

ଆଦର୍ଶ ଶିକ୍ଷକ ଶଶୀଭୂଷଣ ନାୟକ ଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ ତା 18/9/2026 ତିର୍ତ୍ତୋଲବ୍ଲକ ସଅଁରା ପଞ୍ଚାୟତ ଅଧିନ ସଂକେତପାଟଣା, ଅରଣ ଗ୍ରାମର ସ୍ବର୍ଗତ ଗୁଣନିଧି ନାୟକ ଓ ତିଳୋତ୍ତମା ଦେବୀ ଙ୍କ ପୁତ୍ର ଛାତ୍ରବତ୍ସଳ, ଆଧ୍ୟାତ୍ମିକବାଦୀ...