କେନ୍ଦୁଗୁଡ଼ା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ୩୮ଟି ଅଭିଯୋଗ ଗ୍ରହଣ, ୬ଟିର ତତ୍କାଳ ସମାଧାନ
କୋରାପୁଟଜ଼ିଲ୍ଲା ବୈପାରିଗୁଡ଼ା ବ୍ଲକ୍ର କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତଠାରେ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏହି...
