June 16, 2026

ରାମନାଗୁଡାରେ ଭାରତ ମସଲା ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

bmm
Share

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଭାରତ ମସଲା ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ମସଲାର ଆରଏସଏମ ଦିଲ୍ଲୀପ କୁମାର ଦାଶ,ସେଲସ ଅଫିସର ତ୍ରିଲୋଚନ ପରିଡ଼ା, ସ୍ଥାନୀୟ ନେତା ଗଗନ ଆଚାର୍ଯ୍ୟ, ରାମନାଗୁଡା ଭାରତ ମସଲା ବିତରକ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆଖପାଖ ଅଞ୍ଚଳର ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭାରତ ମସଲାକୁ ଅଧିକରୁ ଅଧିକ ଲୋକଙ୍କ ଆସ୍ଥା ଭାଜନ ହେବା ନେଇ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।ଏହାକୁ ରାମନାଗୁଡା ଭାରତ ମସଲା ବିତରକ ସୁଦର୍ଶନ ସାହୁ ପରିଚାଳନା କରିଥିବାବେଳେ ବେଳେ ଗୁଡ଼ାରୀ ସୁପର ବିତରକ ଓ ପଦ୍ମପୁର ବିତରକ ବାରତମ ତିରୁମାଲା ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।
ରାମନାଗୁଡା (ସଞ୍ଜିବ କୁମାର ଦାଶ ଙ୍କ ରିପୋର୍ଟ )