June 15, 2026

ବିଜେପିର ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା, ପ୍ରଶାନ୍ତ ମଲ୍ଲିକ ହେଲେ ବିଧାୟକ ପ୍ରାର୍ଥୀ ….

p mallick
Share

ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିଛି। ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର ମଲ୍ଲିକ। ଗତ ନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀ କରିଥିଲା। ଚଳିତ ନିର୍ବାଚନରେ ବିଜେପି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ପ୍ରାର୍ଥୀ କରିଛି।