June 15, 2026

ଆଞ୍ଚଳିକ ସେବାସଙ୍ଘ ଦ୍ୱାରା ତିନିକୁଦି ମେଳଣ ପଡିଆରେ ମାଗଣାରେ ଆଇସକ୍ରିମ ବାଣ୍ଟିବା ସହିତ ମେଳଣ ପଡିଆ ସଫେଇ କରାଯାଇଛି

bidy
Share

                                  ଆଞ୍ଚଳିକ ସେବାସଙ୍ଘ ଦ୍ୱାରା ତିନିକୁଦି ମେଳଣ ପଡିଆରେ ମାଗଣାରେ ଆଇସକ୍ରିମ ବାଣ୍ଟିବା ସହିତ ମେଳଣ ପଡିଆ ସଫେଇ କରାଯାଇଛି l
ପୁରୀଜିଲ୍ଲା ତିନିକୁଦି ଠାରେ ମେଳଣ ଚାଲିଥିବା ବେଳେ ଅନୁଷ୍ଠାନ ର ଅଧକ୍ଷ ବିଜୟ କୁମାର ଜେନାଙ୍କ ଅଧକ୍ଷତା ରେ ସଭାପତି ଅଖି ପ୍ରଧାନ, ସମ୍ପାଦକ ଗୌତମ ଜେନାଙ୍କ ସହିତ ସମସ୍ତ ସଦସ୍ୟ ଦୁଇହଜାର ରୁ ଅଧିକ ଆଇସକ୍ରିମ ବାଣ୍ଟିବା ସହିତ l ମେଳଣ ପରଦିନ ସକାଳୁ ମେଳଣ ପଡିଆ ରେ ପଡ଼ିଥିବା ସମସ୍ତ ଆବର୍ଜନା ଗୁଡିକୁ ସଫା କରିଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)