ସାଗରରେ ଶହ ଶହ ମାଛ ମଡ଼କ, ଘଟଣାସ୍ଥଳରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ ଜଳ ବିଷାକ୍ତ ହୋଇଥିବା ଅଭିଯୋଗ; ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବିଧାୟକ
ପାରଳାଖେମୁଣ୍ଡି, ସେପ୍ଟେମ୍ବର ୧୩: ପାରଳାଖେମୁଣ୍ଡି ସହରର ସାଗରରେ ରବିବାର ସକାଳୁ ଶହ ଶହ ସଂଖ୍ୟାରେ ମାଛ ମରି ପାଣିରେ ଭାସୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ...
