June 10, 2026

ନବ ନିର୍ବାଚିତ ବିଧାୟକ ଓ ସଂସଦ ଙ୍କ ପରିଚୟ ଆଦାନ ପ୍ରଦାନ ବୈଠକ

IMG-20240712-WA0037
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦ ଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏବଂ ସରକାରୀ କର୍ମଚାରି ଙ୍କ ସହ ପରିଚୟ ଆଦାନ ପ୍ରଦାନ ର କାର୍ଯ୍ୟ କ୍ରମ ରହି ଥିଲା ଗୁରୁ ବାର ଅପରାହ୍ଣ ଦୁଇ ଘଣ୍ଟା ସମୟ ରେ ହେଲେ ବିଧାୟକ ଓ ସାଂସଦ ଓଡ଼େଇ ଘଣ୍ଟା ବିଳମ୍ବ ରେ ପହଂଚିବା ହେତୁ ବିରକ୍ତ ରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ସମିତି ସଭ୍ୟ ସଭ୍ୟା ଚାଲିଯାଇ ଥିବାର ଗଣ ମାଧ୍ୟମକୁ ସୂଚନା ମିଳିଥିବା ଜଣାଯାଇଛି I ବିଧାୟକ ଶ୍ରୀ ରୁପୁ ଭତରା ଏବଂ ସାଂସଦ ଶ୍ରୀ ବଳ ଭଦ୍ର ମାଝୀ ସାଡ଼େ ଚାରିଟା ସମୟ ରେ ପହଂଚି ଥିଲେ ବ୍ଲକ କାର୍ଯା ଳୟ ଠାରେ ପରେ ଆରମ୍ଭ ହୋଇଥିଲା ପରିଚୟ ପତ୍ର ଆଦାନ ପ୍ରଦାନ ସମସ୍ତ ସରକାରୀ କର୍ମଚାରି ଙ୍କ ସମେତ ବ୍ଲକ ଅଧକ୍ଷା ଶ୍ରୀମତୀ କୋମଳା ପୂଜାରୀ. ଉପାଧ୍ୟାକ୍ଷା ବାବୁଲି ପାଣି ଗ୍ରାହି. ଜ଼ିଲ୍ଲା ପିରିଷଦ ସଭ୍ୟା ଶ୍ରୀମତୀ ଗୀତା ମାଝୀ. ସଭ୍ୟ ଶ୍ରୀ ତ୍ରିପତି ଚାଲାଣ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସବୁ ବେଳେ ଯାହା ହଉ ଥିଲା ବୈଠକ ରେ ତାହା ହୋଇ ଥିଲା ଶିକ୍ଷା ସ୍ୱାସ୍ଥ୍ୟ. ପାନୀୟ ଜଳ ଆଉ କିଛି ନାହିଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କିପରି ସଫଳ ହେବ ସେ ନେଇ ଆଲୋଚନା ହୋଇଥିଲା କିନ୍ତୁ ରାତ୍ର ଆଠ ଘଣ୍ଟା ତିରିଶ ମିନିଟ ରେ ବୈଠକ ସମାପ୍ତ ହୋଇ ଥିବାରୁ ଉପସ୍ଥିତ ବ୍ୟକ୍ତି ବିଶେଷ ଅସନ୍ତୋଷ ପ୍ରକାଶ କରି ଥିବା ଜଣା ଯାଇଛି କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

You may have missed