November 16, 2026

କୋଟପାଡ଼ ରେ ଏମ ସି ଏଲ କାର୍ଯାୟଳୟ ଉଦଘାଟିତ

IMG-20230212-WA0021
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହରରେ ଆଜି ଏମ ସି ଏଲ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ଓକିଲ ସଂଘର ସଭା ପତି ଶ୍ରୀ ମଣି ପ୍ରସାଦ ପଟନାଟକ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମା ନିୟ ଅତିଥି ଭାବରେ ସୋମ୍ମାନୀୟ ଅତିଥି ଭାବରେ ପୌରା ଧକ୍ଷ ସଙ୍କର ରାଓ. ଏମ ସି ଏଲ ଚେୟାର ମ୍ୟାନ ସିଦ୍ଧାର୍ଥ ମହାନ୍ତି ଯୋଗ ଦେଇ ବେକାର ସମାସ୍ୟ. ଘାସ ର ଉପକାରିତା. ସି ଏନ ଜି ଗ୍ୟାସ ର ବ୍ୟ ବ ହାର ଉପରେ ଆଲକପାତ କରିଥିଲେ. ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ସଭା ପୋତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଝରୀଗାଁ ଏମ ସି ଏଲ ମୁଖ୍ୟ ଶ୍ରୀ ପ୍ରସନ୍ନ ମାଝୀ ସମାଜ ସେବୀ ଜିତେନ୍ଦ୍ର ନାଥ ମହାପାତ୍ର. ଗଣେଶ ପଣ୍ଡା. ପଙ୍କଜପାତ୍ର. ରମା ବିଶୋଇ. ରଞ୍ଜୁ ପାତ୍ର ଙ୍କ ସମେତ ତାଲୁକ ର ସମସ୍ତ ଏମ ବି ପି ମାନେ ଉପସ୍ଥିତ ଥିଲେ ସହକାରୀ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟଣ ସେଠି ପ୍ର ଦୁଷଣ ମୁକ୍ତ ହବା ସହ ଚାଷୀଙ୍କ ଉନ୍ନତି ଓ ବେକାର ସମାସ୍ୟ ଦୂର ହେବ ଵୋଲି ପରାମର୍ଶ ପ୍ରଦାନ କରିଥିଲେ. ଶ୍ରୀ ରଞ୍ଜିତ କୁମାର ପଟନାୟିକ ସଭା ସାଙ୍ଗ କରି ଧନ୍ୟବାଦ ଅର୍ପଣ କରିଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

You may have missed